Love rains on my heart
Similar Posts
ଶୀତ ଦିନେ
ମଲ୍ଲ ଯୁଦ୍ଧକରିବାକୁ ମନ ହୁଏ,ବର୍ଷା ଦିନେ,ତୋ ସାଥୀ ରେଖେଳିବା କୁଲୁଚୁକାଳି ଖେଳ ।।ହେଲେ କିନ୍ତୁ ଖରାଦିନେ-ତୋ ସାଥୀ ରେକରିବାକୁ ଇଚ୍ଛା ହୁଏସନ୍ଧି ପତ୍ର ରେ ସ୍ୱାକ୍ଷର ।।ତୁ କିନ୍ତୁସବୁ ଦିନେ,ସବୁ ବେଳେଦେଖେଇ ହେଉ ଯେ-ତୁ କାଳେଭାରି ସାମ୍ୟବାଦୀ,ସମସ୍ତଙ୍କଏକାନ୍ତ ନିଜର ।।
କି ଲାଭ ପାଅ ଯେ ତମେ
ଜ୍ବାଳା ଭରି ଦେଇ?ମୋ ଭିତରରୁଦ୍ଧ କୋଠରୀରେଏବେ ଖାଲି ତୁମ ଛବି ଭର୍ତ୍ତିଏ କଥା ତ ତମେ ଜାଣଖୁବ୍ ଭଲ କରି!ତଥାପି କାହିଁକି ଭଲାମୋ ଛାତିକୁ ଜଳାଇବାତୁମ ପାଇଁ ଗୋଟେମଉଜିଆ ଖେଳ ପାଲଟିଛି,ଯେତିକି ଭାବୁଛି ଏବେତୁମେ ମୋର ମୋର –ସେତିକି ସେତିକି ତମେଆଜିକାଲି ଯାଉଚ ଦୂରେଇ!ମୋ ଆଖିଠୁରହୁଛ ଛଡେଇ ହୋଇ! !ତମରି ଇଲାକା ବୋଲିଚିତ୍ର ଟିଏ ଉଠାଇବାଖୁସିରେ ଖୁସିରେ –ସତେ କ’ଣମୋ କପାଳେ ନାହିଁ? ?
Love is like the flight
Higher you fly, the deeper.
Then there was
The homo sapiens,Who made all the differences.They turned me theirsTheir home in thecavesThe weapons in their handsThe Gods and DemonsShrines andtemples andPillars in the GraveyardThey made me their tool-The tools of survivalThe tools of revivalThe tools of war and peaceThe tools of love and worship.I paved the ways forTrades and Traditions,Fairs and Celebrations,Rituals and Practices,Affairs…
A poem
From soul to the heart,from heart to the head,from head to the nerves,from nerves to the blood,from blood to the tips,from tips to the nib,from nib to the paper andfinallyfrom paper to the reader’s soulin the roundabout way.Such is indeed a poem.
You are
The fragrance of my poems,The petals of urge-To create and procreate,To read and recite,To fall in love with youAs I grow up andHead towardsMy grave of destinyOf sheddingThe remaining leavesOff my tree of passionFor my lovely memoriesWith you