So many evidences
To show it is true.
You have to
Agree with me
It is all helpful
And good.
Truth is that
I find no home
No means to support
Life and livelihood.
Each one is living in own way
With flowers and fruits.
Similar Posts
Immeasurable – time and life,
And supreme and worthyUltimate and agelessAnd imperishable you areWith blazing fire.
Touch me, I am a living entity.
You are here in me, feel it.I am there in you, feel it.I wander in hunger,I wonder in you.I love you,You are the truth.Destiny is in me,I made my own destiny.High or low, no matter,But I love you, my dear.Who so ever you may be,I love you, that’s enough.
The sky and the birds-
The dust and the destiny-All are here with usTo show greatness.But all they want-Vision.Because of envy,We are not able toSatisfy anyone.And our hearts areSeparated fromOur body,The tragedy.
କରୋନା ସର୍କସ
ହାସ୍ୟରସ ଜମାରୁ ନାଇଁମଜାକ୍ ନିଅ ନି!ଜୀବନମରଣ ସମସ୍ୟାଆଉ ତୁମେ ଭାସୁଛସ୍ୱପ୍ନରେ, ଧିକ୍।ଅଛ ଅଛ ଆଉଉପକାରୀ ଲୋକରଥୁକୁଛ ମୁହଁରେ, ଛି!ସମଗ୍ର ମଣିଷ ଜାତିରଶତ୍ରୁ ତୁମେ ଇ।କଣ କିଛି ପଚାରିଲେଚିଡି ଉଠି କହୁଛକରୋନା ଖାଉ।ଧେତ୍ ତେରିକି!ବଡ ବଡ କଥା କହୁଛ,ଜାଲ ଫିକୁଛମିଛକୁ ଫେଣ୍ଟି ଫେଣ୍ଟି,କି ଲୋକର ଲୋକ ତୁମେ!ଚିଙ୍ଗୁଡି ଛଟକିଲା ପରିଛଟକି ଛଟକି ମରିବମାଗି ପାରିବ ନି ପାଣିଜାଣୁ ଆମେ।ଏଇନେ, ପ୍ରତିଟି ଶବ୍ଦଅର୍ଥପୂର୍ଣ୍ଣ ।ଜୀବନ ସଙ୍କଟଘେରରେକୋକୁଆ ବାହାରେ,ଆଉ ତୁମେ ଅଛ ଯେସମୟ କାଟୁଛ ମସ୍ତିରେ!କେମିତିକା ମଣିଷ ତୁମେ?ମଣିଷପଣିଆ ନାଇଁ କଣିଚାଏତୁମଠି,…
ମହା ରାଷ୍ଟ୍ର
ମହା ରାଷ୍ଟ୍ର, ଧୃତ ରାଷ୍ଟ୍ରଆଉଆଉ ଏମାନଙ୍କ ଭିତରେ ଚାଲେ କଣକେତେବେଳେ କିଏ ଜାଣିବ କେମିତି!ଆମର ନାଇଁ ଶକ୍ତି ବୁଝିବୁକାହାର କେମିତି କରାମତି!ଲାଭ ଆମର କିଛି ନାଇଁଖାଲି ହେଉଛି ଲୁକସାନସକାଳୁ ସଂଧ୍ୟା ବାଁ ଡାଁ ଆଉଆମ ଉପରେ ସବାର ହୋଇଏମାନେ ସବୁ କରୁଛନ୍ତି ମସ୍ତି!କିଏ କରୁଛି ଖାତିର ଲୋକଶକ୍ତି!ଲୋକମଙ୍ଗଳ ପାଇଁ ଅଛି ଯଦିମନରେ ଏତେ ଚିନ୍ତା କଣ ଆବଶ୍ୟକଏତେସେତେ ଝଗଡାଝାଣ୍ଟି ତୁଚ୍ଛାସଂଖ୍ୟାକୁ ନେଇ ଅନୁପାତ ସେବା ନ କରି!ତପୋବନ, ଟିଟିଲାଗଡ, ବଲାଙ୍ଗିର25/11/2019
Ja satya sahita, priya kabi,
Dia naa mana.Samaste ethi angyaSamste kichhi jananti nahinPruthibi bishayare kiprakruti bishayare.Jaha drusyamaanaTaha satya nuhen.Tumari hrudaya bhitareRahichhi satya.Satya sahita rahaAau raha aalokita.Tume hin eka matraJaha bhitare rahichhi sabu.– – In Brahmi script;ଯାଅ ସତ୍ୟ ସହିତପ୍ରିୟ କବି,ଅନ୍ୟ ସବୁ କହୁଛନ୍ତି କଣଦିଅ ନା ମନ ।ସମସ୍ତେ ଏଠି ଅଗ୍ୟଁସମସ୍ତେ କିଛି ଜାଣନ୍ତି ନାହିଁପୃଥିବୀ ଆଉ ପ୍ରକୃତି ବିଷୟରେ ।ଯାହା ଦୃଶ୍ୟମାନତାହା ସତ୍ୟ ନୁହଁ ।ତୁମରି ହୃଦୟ ଭିତରେରହିଛି…