And what is a lie?
No one can say I know.
I also know something
About the false world.
But I am not false
Definitely I can say.
Similar Posts
A letter box-
And you can find itNear the main door of timeLeft and right.And I am thereTo collect all messages,Messages of love and hateDay in and day out.How can I describeAbout this letter box?How can you understandMy words written and oralNo theory but all practical.
ଯା’ ମର୍
ମରିବାକୁ ଏତେ ସଉକ୍ ଯଦିଯା’ ଶଳା ମର୍।ରାଜା ସହିତ ଲାଗୁଛୁନ ମରି କେମିତି ରହିବୁ!ମରିକି ରହିବାର ସ୍ୱାଦପୂରା ଅଲଗା।ଦୁନିଆଁରେ ଅଛୁଁମରିବାକୁ ଇ ଆମେ।ମରିବାକୁଡର କିଆଁ ବେଃ?କୋଉ ବଂଚିଛୁ ଯେକହିବୁ ମରିବି ନି ଆଦୁ!ତୁ ଟା ହଁରେ ହଁ ମିଶେଇକୋଉ ଅଛୁ!ତପୋବନ, ଟିଟିଲାଗଡ, ବଲାଙ୍ଗୀର16/10/2020
This way
I feel afraid.I feel afraid ofEmpty spaces.Empty spacesAll around me.All aroundI am connected.And I am connectedWith all coloursWithin and outWhich is of high qualityAnd have a value.
ଆଉ କଣ ଅଧିକା?
ନ ଜାଣି ପାରିଲା ଲୋକକୁ କାଳ ।କେହି ନ ଜାଣିଛି ନୁହେଁ,ଜାଣି ଅଜଣା ହୋଇରହିବା ହିଁ ଭୁଂଜିବା ବିଷଫଳ ।ସତର୍କ ନ ରହିଲେନିକଟ ଯମ ଦୁଆର ।ଯାଅ କି ଥାଅ ନାହିଁ ଫରକ,ବୁଝ ସତ୍ୟ ଆଉ ନୀରବରେ ଦେଖକଣ କରୁଛି ଅନ୍ଧାର ।ଏଇଠି ଘର ଯୋଉଠିଉଜାଣି ଖାଉଛି ଆଲୁଅ ।ପଚାର ନା ତୁମେ କାହାରଜଣା ପଡିଯିବ ବଳେ ନିଆଁଗାର ।
ପଢ, ପଢବାରକାଜେ
ଜେନ୍ତେ ଭି ହଉ ମାତରକପଢବ ତମେ ଜାନିଛେଁ।ଅଛେ ହେନେ ଭାବପିରତିଉଡତିବୁଡତି ଚଉକତି।ମିତାମାରସାଦ ଜେନ ଅଛଜେତକି, ବଡତି ଗହକି।
Come to Tapovan,
And for practice ofAusterities.Here you are to acceptFully the shelter of the truth.You are to executeThe order of the truth.Love, you know,Here universal.Life, you knowHere impersonal.Come to TapovanTo discover the self.