New history.
History and
Geography create
New life.
All awake life
With hip hip hurrah.
Similar Posts
ନାଇଁ କହେବାର କିଛୁ
ଜେନଟା ହେଇଛେ କୁହା,ଇତାର ଉତାରୁ କରବକାଣା ଦେଖ ନ ବୁଆ ।ମୁଇଁ ଜାନିଛେଁ କାଣାଆଏ ମୁଇଁ ଆରୁହେତିରକାଜେ ଦଉଛେଁସୋର ପକେଇ, କହେବନାଇଁ ଥିଲା ହୋ ଭେଡିଁଆଁ ।କହୁଛେଁ ଜେନଟାହେଟା ସତ୍ନେଇଁ କହେବାର ମୁଇଁସତ୍ କେ ସତ୍ ବଲ ଭାଇ ।
ଗଲାକଥା ଗଲାଣି,
ଆମେ ଯୋଉମାନେ ଅଛୁଁ ଏଠିସହ୍ୟ କରି ଚାଲିଛୁଁ ତୁମରଅନ୍ୟାୟ ଅତ୍ୟାଚାର ସବୁ ।ମନେରଖ, ଆଉ ଏଣିକିସେସବୁ ହେବ ନାହିଁ ।ଆମେ ଆଉ ଶୋଇବାବସ୍ଥାରେ,ଦେଖ, ନାହୁଁ ।ଆମର ନାହିଁ କିଛି ଦୋଷ,ଦୋଷ କରି ତୁମେ ଆମ ଉପରେବୋଳି ଚାଲିଛ ଅଠା ସବୁ,ଆମେ ବାହାରିଛୁଁ କରିବାକୁ ସଫାଦେଖ ଟିକିଏ ଭଲ କରି ଏପଟେ ।ଏପଟେ ଆମର ଆଲୁଅରେ ଆମେଚକ୍ ଚାକ୍ କରୁଛୁଁ ଆଉ ଲାଗି ପଡିଛୁଁସୁଧାରିବାକୁ ତୁମକୁ ।ଯାଅ, ସୁଧୁରି ଯାଅ ବେଳ ଥାଉ ଥାଉ ।
Live like a lightning, dear,
In anything, anybody.In Odia language, Brahmi script;ବିଜୁଳି ଜୀବନବଂଚି ଯାଅ,ରୁହ ନାହିଁକାହା ସହିତକୋଉଠି ।
Let us forget death,
All creation.Let us forget life also,Treat life as a means,Means of everything here,Creation and destruction.
I know not
And yet IProceed ahead.I know clearNothing wrongWith anything.And I know notWhat happened toYou people!