But love is sure
In life.
Life is the product,
Product of love.
God is there in love,
If love is there
Face no tragic in life.
Love love love love,
In sky in sea
Love mixed.
Similar Posts
Where, how and when,
Now and then,All mystery andAll that wantedBy men.Existence andNon-existence –Matter little.Without truthAnd loveAll labor futile.
ଏତେ କଥାରେ
ଆରେ ବାପ୍ ରେ ବାପ୍ଏତେ କଥାଏ ବୋତଲରୁ ଗିଲାସେ ପାଇଁ!ଖୋଲ ଠିପିଢାଳ ଫଟାଫଟ୍ଏତେ କଥାରୁକଣ ମିଳିବ ଗୋସେଇଁ!ଚାଖନା ଚିକେନ ତ ଥୁଆଦେଖୁଛ ଆଗରେ ।ସିଗାରେଟ ଆଉଚିଲମ ବି ଅଛି।ମାଲ୍ ବିପ୍ରସ୍ତୁତ ଭିତରେ!ଖ ପିଅମସ୍ତିକର ଆଉଭାଗବଣ୍ଟା ଛିଣ୍ଡେଇଶୋଇଯାଅ ଆରାମରେ ।କିଏ କଣ କହିଲାକି ନ କହିଲାଲାଭ କଣ କୋଉ କଥାରେ!ତପୋବନ, ଟିଟିଲାଗଡ, ବଲାଙ୍ଗିର14/12/2019
Both appeared
All my ideas.All meaningfulTry to understandInter-textually.As a weaver I can saySo many words in so many ways.Truth and TolstoyBoth appeared againAnd yet again to shareTheir feelings reflectedHerein the space.
ବାନର
ମୁଁ ତ ପାହାଡ ପର୍ବତ ଜଙ୍ଗଲରେ,ଗଛଡାଳରେ ରହିବା ଲୋକ,ଯାଉଥିଲି କିଆଁ ସମୁଦ୍ରଆଡିକି?ଗଲି ତ ଗଲି,ସମୁଦ୍ରକୂଳର କୋଳିକିକରୁଥିଲି କିଆଁ ଲୋଭ?ଲୋଭ କଲି, ଖାଇଲି,ଖାଇଲି ତ ଖାଇଲି,କୁମ୍ଭୀରକୁ ଦେଉଥିଲି କିଆଁ?ଦେଲି ତ ଦେଲି,କୁମ୍ଭୀରଟାକୁ ବିଶ୍ୱାସକରି ତା ପିଠିରେବସୁଥିଲି କିଆଁ?ବସିକରି ସମୁଦ୍ରବୁଲିବି ବୋଲି ଭାବିଲି କିଆଁ?କୁମ୍ଭୀର ଖାଉଥିବାବେଳେବୋହି ଆସୁଥିବା ପାଣିକୁଲୁହ ବୋଲି ଧରି ନେଇକାନ୍ଦୁଛି ବୋଲି ଭାବିଲି କିଆଁ?ଭାବିଲି ତ ଭାବିଲି,ପାରିଲି ନି ଜାଣି,ମୋର କଲିଜା ଉପରେପଡିଛି ସେଇ କୁମ୍ଭୀରରଗଦ୍ଦାରୀ ଆଖି ।କିନ୍ତୁ ମୁଁ ଯେ ବାନର,ମୋ ଇଚ୍ଛାସୁଖେ ଡାଳରୁ ଡାଳବୁଲିବା…
You are trying to drink me with your eyes,
Embrace me with your arms, I know.You know my beauty, my character,My charm and bravery.What you see and what you hear,All are the truth here.I have nothing to conceal, my dear.
Shanti pain kabita
kolahalaru.Aau kabi bhala painPakhya badalae rakhyaka bhabare.In Odia lipi or Brahmi script;ଶାନ୍ତି ପାଇଁ କବିତାକିନ୍ତୁ କବିତା ଥାଏ କୋଳାହଳରେ,ଆଉ ଭଲ ପାଇଁ କବି ପକ୍ଷ ବଦଳାଏରକ୍ଷକ ହିସାବରେ ।This is a translation of the poemPoetry EmergesbyGajanan Mishra