So also ignorance and
Both are treated as a
Curse.
Similar Posts
Dead,
We live in.DeadlockDead lossDeadline.DeadenDead end.DeadpanDeafeningWe all men.The timeAll deadlyWe are payingDearly.
Where we are going,
No one knows correctly.And yet without anyPerfect knowledgeSo many people areTelling so many thingsThat have so many meanings.
Hopefully better
Interactivity fineAnd we are all nine.We are to be focusedBy the rich media,Though, what to doNo idea.Keeping up processingLife, we are to defineBy sensing group feelings.Blogging allowFor good.Relieving tensionLet us discover truth.
ଦାଢ଼ି
କାଁ ହେଲା ଜେ ରଖିଛ,ଦାଢ଼ି କାଟିଦେଲେଲୋକ୍ ବଲୁଛନ୍କେନ୍ତା ଦେଲ କାଟି ।କେନ୍ ବଲୁଛେ ଦାଢି ରଖଲେଦିଶୁଛ ମୋଦି ବାଗିର୍ଆରୁ କେନ୍ କହୁଛେଗୋପବନ୍ଧୁ ବାଗିର୍ଦିଶଲ ନ ଏଭେ ।ମୁଲକି ହସା ଦଉଛେଁ ସଭକୁଆରୁ ଭିତରେ ଭିତରେ କହୁଛେଁମୁଇଁ ରଖଲେ କି ନାଇଁ ରଖଲେତୁମର ଜଉଛେ କି ଅଉଛେକହ ତ ଆଘୋ ।ଇ ଦାଢି କାଏଁ ମୋରଟାକି ମୁଇଁ ପାରୁଛେଁ ଗଜରେଇ,ପଚରଉଛ ବଏଲେକହେମି ଜରୁରକାଟବାରଟା ଆରୁ କାଟବାରଥିଗୁଁଅଉଛେଁ ସମିଆବନାବାରକାଜେ କିଛୁନାଇଁ ନ ମୋରନେ ଜାନିଛତମେ ଅଏନ କରି ଇନେ ।ଛି…
See me what I am,
No bondage,No material existence.But feel freeAnd see light,Full of colours,Three cheers.
ମୋର ନୁହଁ
ଏ ଶବ୍ଦସବୁ।ଜାଣେ ଆଉ ସାଉଁଟେଆଗ୍ରହ ସହିତ ଗୋଟି ଗୋଟିରଖିବାକୁ ପ୍ରେମରେଉପଯୁକ୍ତ ସ୍ଥାନରେ।ଘରୁ ବାହାରେପୁଣି ଥାଏଁ ଘର ଭିତରେଆଉ ଏ ଶବ୍ଦସବୁହାଉଯାଉ ହେଉଥାନ୍ତିମୋ ଭିତରେମୋ ବାହାରେ।କାହାର ନୁହନ୍ତି ଏମାନେ?ସଂକୀର୍ଣ୍ଣ ସ୍ୱାର୍ଥରଅବଶ୍ୟ ମାନେ ନାଇଁ।କଷ୍ଟ କ୍ଲେଶର ଅର୍ଥପଚାରନ୍ତି ନି ଏମାନେଏ ଶବ୍ଦମାନେ ।ସରି ସରି ଆସୁଥିବା ଶତ୍ରୁକୁପଚାରନ୍ତି ନି ବାଟଘାଟପଚାରନ୍ତି ନି ପରିଚୟ ଆଉ ଠିକଣା।ନିଃସଙ୍ଗ ଏମାନେ ସବୁଦିନମୋ ପରି ଏଠାରେ।ଏ ଶବ୍ଦମାନଙ୍କରୁ ଝରିପଡେଯୋଉ କୁମ୍ଭୀରଲୁହମତେ ଜଣାଥାଏ ଯାଆନ୍ତିକେତେଦୂର ଏମାନେ ।କରନ୍ତି କଣ ଆଉ ମରନ୍ତିକେମିତି ପ୍ରତ୍ୟହ ମାତୃଗର୍ଭରେମାତୃଭୂମିରୈ ଛଟପଟଶାସକର…