My poems with
Regional language
And personal experiences.
True to say
I am not playing
With my words
But I am
Living with all.
And my living is
Universal, and it has
A global reach, not
Final though.
Similar Posts
ଅଛୁଁ ଆମେ ହଜିନୁ
ଆମେ ଅଛୁଁ ଏଇଠିଏଇ ମାଟି ଉପରେ ହେଇ।ଦେଖିବ କି ଆମକୁଝଲଝଲାତ୍ ଆଲୁଅରେ!ଆଲୁଅ ହେଇ ଅଛୁଁଠିଆ ତୁମର ଇ ସାମ୍ନାରେ।In English;We are here,And you are not able to missed.We are hereHere on this earth.Would you see usIn dazzling light.We are here as lightWe stood in front of you.
କହୁଛି ଏଇଠି କାଚଖଣ୍ଡ ଆଉ କଣ୍ଟା ମୁଁ ଦେଖିଛି ଆଉ ଏଇଠି
ଆଶ୍ଚର୍ଯ୍ଯ, କହୁଛ ସବୁ ମିଛ । ୟାଡୁସ୍ୟାଡୁ କହି ଡରାଉଛ!
ଯା’ ମର୍
ମରିବାକୁ ଏତେ ସଉକ୍ ଯଦିଯା’ ଶଳା ମର୍।ରାଜା ସହିତ ଲାଗୁଛୁନ ମରି କେମିତି ରହିବୁ!ମରିକି ରହିବାର ସ୍ୱାଦପୂରା ଅଲଗା।ଦୁନିଆଁରେ ଅଛୁଁମରିବାକୁ ଇ ଆମେ।ମରିବାକୁଡର କିଆଁ ବେଃ?କୋଉ ବଂଚିଛୁ ଯେକହିବୁ ମରିବି ନି ଆଦୁ!ତୁ ଟା ହଁରେ ହଁ ମିଶେଇକୋଉ ଅଛୁ!ତପୋବନ, ଟିଟିଲାଗଡ, ବଲାଙ୍ଗୀର16/10/2020
Real or unreal-
Go into the controversy.But I seeThe foundation andThe creation.I want to knowThe true relation.I want no protection.Protection for what,That I know not.
Life today
Upgraded.Any question?No human being isAlive.Sugar-coated wordsHave no value.Come, please comeAnd have a look.Here, everything isFor you.All concreteNo secrecy.
ବେଙ୍ଗ ଓ ସାପ
ସାଙ୍ଗ,ଆ ଖାଇବା ଭାଙ୍ଗ!ସାପକୁ କହିଲା ବେଙ୍ଗ।ନାଇଁ ନାନୀ ନାଇଁ,ଜିଭ ଲମ୍ୱାଇ କହିଲା ସାପସେ ସବୁ ପାପ।କିଏ କାହାକୁ ରଖିବକାହା କବଜାରେଚାଲିଛି କୋଉକାଳୁକେତେକଣ ଏ ଘରେ।ୟେ କି ଘର ବା’ଯେ ଯାହାର ଚଉଦ ପା’।ଥରେ ବାହାରକୁ ଗଲେ ଏ ଘରୁଥାଏ କି ଆଉ କଣ ପଚାରିବାକୁ!ତପୋବନ, ଟିଟିଲାଗଡ, ବଲାଙ୍ଗିର12/02/2020