Milk and butter,
Birth and death.
Difference in
Oneness.
Earth and the sky,
the air and the fire.
Unity in diversity,
And diversity in
Unity.
Our energy,
Our identity,
And our everything.
Similar Posts
Kana aame karmaa?
This is a translation of the poemWhat Shall We DobyGajanan Mishra
ଏଠାରେ ଏମାନେ
1ଆତତାୟୀଏମାନେ ସବୁଏ ଯାହାଙ୍କୁଦେଖୁଛ ଏଠାରେଆଉ ଯାହାଙ୍କୁ କହୁଛଭାଇ ବାପ ବନ୍ଧୁ ମଇତ୍ର।ତମର ଆତ୍ମାକୁ ପଚାରଏମାନେ କେତେଦୂରହେବେ ତୁମର ସହାୟ।ପଚାର କେମିତିକୋଉଠି କିଏଦେବ ଧୋକା!କଣ କଲେ ପୁଣିତୁମକୁ ଯିବ ତୁମେଏମାନଙ୍କ ସହିତପଚାର ଯାଇଯାହାକୁ ନେଇ ପୁଣିଧରି ରଖିବାକୁ ହେବଏ ସମୟ।ଏ ସମୟରେ ଏଠିଚୋର ତସ୍କରଙ୍କ ଭିଡ।2ଚୋର ତସ୍କରଆଉ ଲୁଟେରାସବୁ ସବୁ ଏମାନେଏ ସରକାରଆଉ ଏ ସରକାରୀବାବୁ ଅଫିସରମାନେଚାଣକ୍ୟ ଦିନୁସିଦ୍ଧ କଥା ୟେ,ଆଉ ଆଲୋଚନାରନାଇଁ ପ୍ରୟୋଜନୟା ଉପରେ।ବଦଳେଇ ପାରିବାରଶକ୍ତି ଅବଶ୍ୟ ଅଛିତୁମଠି ଜାଣେ।କିନ୍ତୁ ତୁମକୁ କୌଣସିପଦପଦବୀ କିଟଙ୍କାସୁନା କିଆଉ କଣ…
ଦୂର ନୁହଁ ମନ୍ଦ,
ଯୋଉଠି କପଟ ଛନ୍ଦ।In EnglishDistance hereNo matterWith closureNo pleasure.
Come to me,
Come to me,With your identityNew and fresh.New words,New life,With truth,All are thereStraight forwardAnd fair.Open the ears,Open the eyes,Come to meWith clean tongue.Come to meI give everything,That are mine.I know everything,Past, present and future,My dear, come to me,This is the right time.
True, I am listening to you,
And where is the truth in you.
ଏ ଯାଏ
ମୁଁ ମତେଆଉ ତୁମେରହିଲଣି କେତେ ଦୂରରେ।ଯା ହେଉପରିଣାମରେରହିଛ ତୁମେଆଉ ମୁଁଆଶ୍ଚର୍ଯ୍ୟ ଏଠାରେ ।କିଏ କାହାଠୁକେତେ ଭିନ୍ନନୁହଁ ମୋ ପ୍ରଶ୍ନପାଇ ନି ଏ ଯାଏଟିକିଏ ବି ଜ୍ଞାନ।କେତେ ଅଳଙ୍କାରରେକେତେ ଅହଙ୍କାରରେବାନ୍ଧିଛ ମତେଜାଣିବାକୁ ନାହିଁମୋଠି ଚେତନ।ଆଉ କଣ ମୁଁଆଉ ବିଫଳମୋର ଶ୍ରବଣମୋର ଦର୍ଶନମୋର ହୋଇ ନାଇଁମୋର ମନ!