Everyone is
A new comer.
O newcomer, my dear,
Find yourself here
In changing atmosphere
As experienced either.
But wonder not,
You are the best composer,
Here and hereafter
For all welfare, dear.
Your words and your songs
Are for all good in nature.
Similar Posts
Okay, Namaste,
Bhal bhalSamaste.I do admitYour earth is greatYour culture is greatYou are really great.Beyond timeYou are dear.Beyond dreamYou live here.Words you utterI know bearEternal value.You areVery very good.
ଏକୋଇଶ ଦିନ ପରେ
ଧରାଯାଉଏକୋଇଶ ଦିନ ପରେସବୁ ବାଟେ ପଡିଯିବ ।ଧରାଯାଉଆଖି ଫିଟିବଆଉ ସତମିଛ ବାରି ହୋଇଯିବ।ସତରେ କଣଚୋରିଦାରୀ ହଟିବ!ଜୀବପରମ ଭେଟ ହେବ!ସତରେ କଣଦଶଦ୍ୱାର ଫିଟିବ!ହେବ ମୁକ୍ତ କାୟ ମନ ବାକ୍ୟ!କେଜାଣିକେତେ ମାସ ଲାଗିବକେତେ ଦିନ ଲାଗିବପବନ ପାଣିରୁ ଉଠିଆକାଶ ହୋଇଯିବ! !ଆକାଶର ରଙ୍ଗ କେତେକିଏ କେମିତି କହିବ?ଆକାଶ କେତେ ରୂପରେକିଏ ଜାଣିବ କୋଉଠି ରହିବ?ଯେତେ ପ୍ରକାଶ ସେତେ ଅଦୃଶ୍ୟକିଏ ଜାଣିବ କେତେ ଖସେକୋଉଠୁ କୋଉଠିକୁ ବିନ୍ଦୁରସ।ସବୁ ଜାଣିବ, ରୁହଯାଉ ପାଖରୁ ଦିନ ଏକୋଇଶ।ତପୋବନ,ଟିଟିଲାଗଡ,ବଲାଙ୍ଗୀର26/03/2020
ତୁ ଇ ପକ୍ଷୀ
ତୁ ଇ ଗୋଟେପକ୍ଷୀରେ କବିତୁ ଇ ପକ୍ଷୀ।ହିସାବକିତାବ ସବୁଆକାଶ ସହିତମାଟି ସହିତ ତୋର।ଆଉ କଣ ଅଛିମାଟି ମାଟି ହୋଇ?ଆକାଶ ବିଉପରୁ ଉପରକୁଯାଉଛି ଉଠି ଉଠିରଙ୍ଗରୂପ ବଦଳାଇ।ତୋର ସ୍ୱର ଶବ୍ଦନାଇଁ କି ତୋର!ତୋର ଭାଷାରେ ତୁ ଇପବନକୁ ପାଣିକୁଦେଇଛୁ ବାନ୍ଧିଭିତରୁ ବାହାରି।କବି ତୁ,ଭଗ୍ନାଂଶରେ ନାହୁଁ।କବି ତୁ,ବୁଲୁ ବୁଲୁ ଅଂଶୁ ଅଂଶୁତୁ ଇ ଥାଉପୂର୍ଣ୍ଣ ରୂପରେ ସବୁ ଠିନିଜର ରଙ୍ଗୀନ ଆଲୁଅରେ।ତୋ ନିଜର ଆଲୁଅକେବେ ଲିଭେ ନାଇଁ,ତୁ ନିଜେ ତୋଠିବେହିସାବୀ ।ତପୋବନ, ଟିଟିଲାଗଡ, ବଲାଙ୍ଗୀର20/09/2020
Symbol of the truth-
Respect the truth,And stay alwaysWith love.Various in formsBut one andThe same.
Mo pakhare kichhi samasyaa nahin,
This is a translation of the poemNo Problem Is Here With MebyGajanan Mishra
ଦିପାବଳୀ
ନମସ୍ତେ ପ୍ରକାଶ,ତୁ ମୋ ଭିତରେମୁଁ ତୋ ଭିତରେ।ନମସ୍ତେ ନମସ୍ତେ ।ତୁ ଡାକୁଛୁ ମତେମୁଁ ଡାକୁଛି ତତେବାଣ ଫୋଟକାରେ।ନମସ୍ତେ ନମସ୍ତେ ।ତୁ ସୀମାରେତୁ ଅସୀମାରେତତେ ତୁ ବଢାଉଛୁମତେ ମୁଁ।ପ୍ରକାଶ କରିବାରେସଦା ବ୍ୟସ୍ତ ଆମେଦୁହେଁ ଏଠାରେ।ନମସ୍ତେ ପ୍ରକାଶନମସ୍ତେ ନମସ୍ତେ ।ଖାତିର କର ନିଅନ୍ଧାରକୁକହୁଛୁ ତୁ ସଭିଙ୍କୁ।ନମସ୍ତେ ନମସ୍ତେ ।ଅନ୍ଧାରକୁ ଚିରିମୁଁ ଛୁଟୁଛି ଉପରକୁଉପରକୁ ଉପରକୁ।ଆକାଶ ମୋରତାରା ଭର୍ତ୍ତି,କହୁଛୁ ତୁ।ନମସ୍ତେ ନମସ୍ତେ ।ସବୁ ସୁଖସବୁ ସୌନ୍ଦର୍ଯ୍ୟଏଠାରେଏଇ ମାଟିରେ ।ନମସ୍ତେ ନମସ୍ତେ ।ନମସ୍ତେ ପ୍ରକାଶନମସ୍ତେ ନମସ୍ତେ ।ତୁ ତୋର ଆଦ୍ୟତୁ ତୋର ପଦ୍ୟମୁଁ…