We should know it.
Similar Posts
I am the poet,
I have the right to write,And I write aboutAll peace and all war.I love brave and bruteAnd I dwell everywhere.My journey is fromBirth to birth andIn love and hateWith relations andFriendships in so manySociety and society.I have my own spotsAnd also own sports.Now and then I seeSo many friends and foesWith different mind sets.Thoughtful I…
ମୁଇଁ ମୋର ତୁଇ ତୋର
ଧରୁଛେ ଅଲଝଟ ଭାଗ ଝଟପଟଫେରଭି କହେବୁ ନେଇଁ ଉଲଟାଖଟ।ଇଟା ତୋର ହେଟା ମୋରମୋର ତୋର ଇଟା ହେଟା।କହେଲା କାଁ ହଉଛୁରେ ବେଟାନେଇଁ ବୁଝବାର କଥା ସେଁର୍ରାଟା।
କେତେବେଳେ କାହାର
କଣ ଫାଏଦା!କାହାଠୁ କିଏକେମିତି ବୁଝିଲା!ମନ ରହିଗଲାଯୋଉଠି ଥିଲା।ଆଲୁଅ ଏତେ ଥାଇ ବିଚାରିଆଡ ଅନ୍ଧାର ଦିଶିଲା।2ହାତ, ଧନୁ ଓ ଘଣ୍ଟାମହାମେଣ୍ଟ ପାଇଁକଲେ ଚେଷ୍ଟା ।ହେଲା?ଧନୁକୁ ପାଇଲା ନି ହାତ,ଘଣ୍ଟା ହେଲା ଅଟକ।ରାଇଜଯାକ ଦର୍ଶକପାରିଲେ ନି କରି ଉପଭୋଗ।ଧନୁ ରହିଲା ଧନୁ ବାଟରେ,ହାତ ଫିଟେଇଲା ନି ମୁଠାଟିକ୍ ଟିକ୍ ଆବାଜ ଆଉକଲା ନି ଘଣ୍ଟା ।କି ହେଲା, ଆହା ଏ କି ହେଲା!ମହାଗଣିତ ହିସାବ କିଏ ଫେଲ କରିଦେଲା!
For a lantern
And I foundThe life –Not worthless.Truly, hereI am in this light.2For a lanternWe, bothFaced a war.And let me clearThe lantern was/ isOn its placeAs before.3And our unending warIs there for a lantern.And for a lanternWe stay in happinessThe entire night.True, it is a free giftWith universal welfare.
କିଏ ଜାଣେ
ନା ନା କହୁ କହୁତୁମେ ତୁମେ ହୋଇରହିଗଲ ହୋବଦଳିଗଲି ମୁଁଖାଲି ଖାଲିରେ।ଆଉ ଯାହା ରହିଗଲାମାଟିରେପାରିଲା ନି ହୋଇ କିଛିଆଉ ରହିଲା ଚାହିଁଆକାଶକୁ ଜଳ ଜଳ।ପବନ ଦେହରେ ପିଟି ହୋଇପୁଣି ଫେରିଲା ଆଉଫେରିଲାବେଳକୁ ପାଇଲାନିବୁନ୍ଦାଏ ବି ପାଣି।କବିତା ଲେଖି ଲେଖିବେକାରରେ ନିଆଁରେପୋଡି ମରିବା କଥାସାରା ରାତି।ରାତି ମାନେଗୋଟିଏ ଜୀବନ,ଜୀବନ ମାନେଗୋଟିଏ କବିତା,ଗୋଟିଏ କବିତା ମାନେକେତେ ଯେସୂର୍ଯ୍ୟ ଚନ୍ଦ୍ର ତାରାଆଉ କେତେ ଯେ ପାଣିପବନ ଆଲୁଅ ମାଟିଆଉ ଆକାଶ କିଏ ଜାଣେ!ତପୋବନ,ଟିଟିଲାଗଡ,ବଲାଙ୍ଗୀର04/03/2020
Who is here to say my goal?
To accept my challenge, butEveryone is coming forwardTo show their ego.Let me say ego has itsOwn value, how to use egoMy dear depends on you.Without making your conceptClear, you are here, I know.But I know not what to doWith love and with truth.I am yours may not be true,But I am here with you- the…