Proverb goes.
But a disobedient son
Is the worst.
He is like
The dark sun,
That has no value.
Similar Posts
My rhythm
My readershipMy red label teaAnd I got alsoMy respirationMy confidenceMy cool cool brainMy coloursMy cat and ratAnd I wishThis and that.
ମାୟା
ସମୁଦ୍ର ଆଉ ଆକାଶରମାୟା, ଆଉ ମାୟା ରଖେବନ୍ଦୀକରି ତୁମକୁ ମତେ।କହିପାର ତୁମେ କିଏଆଉ କେମିତି ପୁଣିଯା ଆସ କର କୋଉଠୁକୋଉଠିକୁ କେମିତି।କହିବିମୂଲ୍ୟ ନାଇଁ କିଛିସବୁ ମାୟା।ମାୟା ସବୁଦୁଃଖ ଆଉ ଆନନ୍ଦ।ମାୟା ସବୁଜୀବନ ଜଂଜାଲ।ମାୟା ସବୁପବନ ଆଉ ଜୁଆର।ମାୟା ସବୁନଈ ଆଉ ପାହାଡ।ଆଉ ଆଉ ଭିତରେଆମର ସକାଳ ସଂଜ।ତୁମେନ ବୁଝୁଛ ନୁହେଁ।ତଥାପି ତଳ ଉପରରଙ୍ଗରୂପ ଭିତରେକିଏ କୋଉଠି କେତେବେଳେଜଣା ନାଇଁ କାହାକୁ।ପ୍ରିୟପରିଜନ ଭାଇବାପବନ୍ଧୁ ସୁହୃଦ ସଭିଏଁଯେ ଯାହାର ସ୍ୱାର୍ଥରେ ବ୍ୟସ୍ତ।ମାୟା, ମାୟା, ମାୟା,ରହ, ଧୈର୍ଯ୍ଯ ଧରଖବର ମିଳିଯିବ ବଳେଗଣତି…
ଚମକ ଲାଗେ ସକାଳ
ଏଇ ବେଳାରେ ।ଏଇ ବେଳାରେଯିଏ ସବୁ ଏଠାରେନିଜ ନିଜ ଆୟତ୍ତ ବାହାରେ ।ନିଜ ନିଜ ଆୟତ୍ତରୁନିଜେ ନିଜେ ଗଲାବେଳେ ଦୂରେଇମହାନଦୀ ପଡିଥାଏ ଶୁଖିଲା।ଅପେକ୍ଷାରେ ଥାଏଆଉ ଏକ ସକାଳ।ଆଉ ସେ ସକାଳ ପାଇଁଧାଏଁ ପୁଣି ଜୀବନସଂଜରୁ ସକାଳ।
ଯେତେ ଯାହା ହେଉ
ଅନୁମତି ନାଇଁ ତପୋବନକୁ!ଅବଶ୍ୟ ଅଛି ବାଟ ସୁଧୁରେଇବାକୁ,ପ୍ରୟାସ ଜାରି ରହିଛିସୁସ୍ଥ ସମାଜ ଗଢିବାକୁ।ଦେଖ ଶିଖ ପରଖ ଆଉସରସ ସୁନ୍ଦର କର ଜୀବନକୁ।
Nothing but
I feel here.I see the enemy near,And the whole lifeI live in fear.But I am not a loserBeing a mere messenger.True to sayI am the messenger of deathHere all day.And here I feelThe temperature withThe air and the water.
I can’t say why
Less than one hundred.I can’t countThe number of parrotsOn that mango tree.I can’t explainThe method of paymentIn this life at this time.I can’t clearThe conceptual understandingOf this time.