joy resembles fear of separation.
Similar Posts
ଆଜି ଭାରି ଉଦାସ ଲାଗୁଛି,
ଖୋଲିବା ଵେଳଠୁତମ କଥାବାର ବାର ମନରେ ଆସୁଛି,ଲାଗୁଛି ଯେମିତି ଆଉଦେଖା ହେବ ନାହିଁ ।।ତମେ ବୋଧେଆଜି ଟିକେ ବିଷର୍ଣ ରହିଛ…ସବୁବେଳେ ଖୁସି ଖୁସି ଥିବା ତମମୁହଁର ଆକାଶେମେଘ ଢଙ୍କା କାଳିମା ବୋଳିଛ…କାହା ସହ ଜମା ବେଶୀକଥା ହେଉନାହିଁ,ଆଗ ପରି ଚଳଦଳ,ଚପଳ, ଚଞ୍ଚଳସେମିତିକା ଆଜି ଜମା ନାହଁ ।।ଇଏ ବୋଧେଅନାଗତ ଦୂରତାରଆଗୁଆ ସଙ୍କେତ….କିଛିଦିନ ପାଇଁ ଆମେଦୂରେ ଦୂରେ ପୁଣିଥରେବଞ୍ଚିବାକୁ ଚେଷ୍ଟା କରିବାରଆଖି ଆଉ ଓଠ ର ପହଞ୍ଚ-ସୀମା ଆର ପାରେକିଛି କାଳ ଆଉ ଥରେବଞ୍ଚିବାକୁ ହେବ…ଏ ତାହାର ସବୁଜ…
Desire in me to be
Is orange in colour
You have been since long
None understands pure virtuous heart!
For there is no law
for a common manto ask forthe most common things:right to ask,right to work,right to feel safe,right to feel chaste,right to tread on-a righteous path,in the right direction,and finallya right to know –why for some rightsare limited,and some othersSky is the limit?
In those poems,
The balls of fireIn the hands of the innocent insectsInfested with dark desires-Who never have dreamt,Nor have flied highOff their birth placeSince they riveted to theirWinged dreamsIn the hour before the dawnUnder a Sun on a chariotDrawn with the single most horseWidowed on the day of wedding.
The way to kill a nation
cage them inside narrow lanes.
Words seldom bridge the gap.
Similar Posts
My poems are
Put in the words,Just to speak onto your heart,Just to whisper into your ears,That you are mine.And I am a poetDipped in the sea of dreams,Living in an eternal thirstOf the rain of your presenceOn the valley of my heart.I am yet to knowIf you know it-But I believeThe crescent moon in the night skyThe…
Love is a song of life
on the soil of unuttered words.
ଏବେ ମୋର ସବୁ ଖାଲି ପୃଷ୍ଠା
ପ୍ରତିଶବ୍ଦ, ପ୍ରତି ଅକ୍ଷର ରେମିଳୁଥିବ ତୁମ ସ୍ପର୍ଶ, ବାସ…ତୁମକୁ ଭେଟିବା ପରେ ଯେତେଆସିଚି ମୋ ଜୀବନେ ମୂହୁର୍ତ୍ତଆଜି ଦେଲା ସର୍ବ ଶ୍ରେଷ୍ଠ ପ୍ରାପ୍ତିତମ ସ୍ୱେଚ୍ଛା ନୀଳ ଦସ୍ତଖତ…ତମେ ଯେତେବେଳେ ଏ ପୃଷ୍ଠାରେଆପେ ଆପେ କଲମ ଚାଳିଲ,ସେ ମୂହୁର୍ତ୍ତେ ମୋ ଖୋଲା ଛାତି ରେଲାଗୁଥିଲା ଚୁମି ଦେଉଥିଲ….
ତୋତେ ଚାହିଁ ଚାହିଁ
ଶୁଖିଯାଏ କା ଆଖି ରସବୁଯାକ ପାଣି..।ତୋତେ ପାଇ ପାଇଚେରାପୁଞ୍ଜିଉବୁ ଟୁବୁ ହୁଏକେତେ ଓଠ-ହସ ଲିଭିଯାଏଚଚ୍ଚଗ୍ରାମ ସୀମାନ୍ତ ରେ,ବଙ୍ଗଳା ଭୂଇଁ ରେ ।।ତୋ ଆସିବା,କାହା ହାତେ-ଗୁଞ୍ଜିଦିଏ ପ୍ରଣୟ ଚିଟାଉ,ସୁଦୂରିକା ପ୍ରିୟା ର ବିରହୀ-କୋହ ମୋହ କଣ୍ଠାଶ୍ଳେଷ ପାଇଁରାମ ଗିରି-ଯକ୍ଷ ଆବେଗ ରେପକ୍ଷ ଲାଗିଯାଏ ।।
Love
Soothing and quenchingEternal thirst of waiting.Gratifying.
The sound of falling down
All dignity wilted by wind.
Leave a Reply Cancel reply
Lips and looks can’t dissemble.
Similar Posts
Oh Papa…
Love for the people.The people we meetOn the roadsOf the pastOr the present,Of the future –Near or far.Love for the people –Who lead usAmongst the storm,Who lend usTheir handsIn sharing, caringOr inspiringThe tenderness in us.Home,09.15 a.m.01 August 2014.
A little water in pond
But everyone’sdream is precious.
War is a dark chalk that strikes
Written on human mind.
ସାଥୀ ହୋଇ ଚାଲିବା ର
ଆଜି ଥିଲା ମିଳିବାକୁ ପହିଲି ସ୍ବୀକୃତି –ଘର ଲୋକ, ପର ଲୋକନିଜ ଲୋକ, ପାଖ ଲୋକସଭିଙ୍କ ମେଳ ରେ, ଆମ ପହିଲି ସମ୍ପୃକ୍ତି!ଆଜି ମୋତେ କେମିତିକାପାଶେ ଥାଇ, ଏକା ଏକା –ଲାଗୁଥିଲା ସତେ ଅବା କାଚ ଘରେ ଅଛି!ତମକୁ ଦେଖି ପାରୁଛିତମକୁ ଶୁଣି ପାରୁଛିହେଲେ, ତୁମ ସାଥେ ମୋର ଅପଡ଼ ପଡ଼ିଛି! !
ଥରୁଟିଏ – –
ତମ ସାଥେଆଖି ମିଶିଗଲା ।।ଏବେ ଆଉମୋ ଭିତରେସତେ ଅବା ମୁଁ ନୁହେଁଆଉ କେହି ଥିଲା-ଆକାଶ ରେ ମେଘ ଥିଲାପ୍ରଣୟ ବିଭୋର,ଖିଲି ଖିଲି ହସୁଥିଲା ଜହ୍ନବୁଣୁଥିଲା ପରାଗ ର ରେଣୁସମୁଦ୍ର ର ନୀଳ ଜରାୟୁ ରେ,ମୋ ଆଖି ର ପଲକେ ପଲକେତୁମେ ମୟ ସ୍ୱପ୍ନଟିଏ ଥିଲା-ଏ ଅଚିହ୍ନା ସାରା ଦୁନିଆ ରେସବୁ କିଛି ଲାଗୁଥିଲାଅଛି ମୋର ହାତ ପାଆନ୍ତା ରେ-ଥରୁଟିଏ ମୁଁ ନିଜକୁହଜାଇଲା ପରେ,ମୂହୁର୍ତ୍ତକ ପାଇଁ ହେଉ ପଛେମୋ ପ୍ରିୟା ର ନୀଳ ନୀଳଆଖି ର କଜଳେ,ସବୁ କିଛି…
Apes are creatures
There is nothing to eat.