The credit goes to you,
As you are there in all roles.
No one else can claims
It is for him
The sun is rising
And it is for him
The sky is there
And covering everything.
What I am,
I am here in front of you,
My love, my truth.
You are for all good.
Similar Posts
ପଶେଇ ଦିଅ ନି ଘର ଭିତରକୁ
କୁଆଡୁ କୁଆଡୁ ଆସି ଏଠିମୁତିବେ ହଗିବେ ବାନ୍ତି କରିବେ।ସୁଖବେଳେ ହେମାନେ ସବୁତୁମ ଦେହରେ ଗୋଡରେ ଘଷି ହେବେଖାଇବେ ପିଇବେ ଶୋଇବେ ଆଉଦୁଃଖ ଆସିବାର ସୁରାକ ପାଇଲେକୁଆଡେ ଚଂପଟ ମାରିଦେବେବଜ୍ଜାତ ବିଲେଇ ପରି।ଚାରିଆଡକୁ ନିଘାରଖକୋଉଠି ମାଙ୍କଡ଼ସା ଜାଲ ହେଲାଣିକୋଉଠି ହେଲାଣି ଗଦା ମଇଳାମଶା ମାଛି ପୋକଜୋକକୁ ସାବଧାନ!
The sky seems tired
But no place is thereTo take rest.The road is not going to anywhereAnd the tiny creature is runningAnd running to reach somewhereBut all in vain.Let us go and in replyNo one uttered a single wordIn objection but said okay, let’s go.True to say we all dependOn the concept of freedom, but the very wordItself is…
Building a mountain,
Missing the truth,Living in this sun,Breaking the path,Reconstructing the timeAre nothingBut window-dressing.And no one can adviseTo proceed with.No one can diagnoseYour disease.And no one can braceFor heat.
କମ ହେଉ କି ବେଶୀ,
ଅର୍ଥକୁ ଖୋଜୁ ଖୋଜୁଆମେ ଯାଇ ପହଂଚି ଯାଉଛୁଁଆଉ କୋଉଠି ଯାହାକୁକହନ୍ତି ଜୀବନ ଯାତ୍ରା ।ଜୀବନ ଜାଗାରେ ଜୀବନ ଥାଉ,ଆମର ଯିବା ହେଉ ଆଗକୁ ଆଗକୁ ।ନ ସହିଲେ ପଥର ବି ବହିଯାଏପାଣି ହୋଇ ଆଉ ସେତେବେଳେଖୋଜିହେଲେ ମିଳେ ନା ଲୁହ ବି ।ଯାହା ଦିଆଯାଇଛି ଜୀବନରେସେତକ ଯଥେଷ୍ଟ ଆଉ ସେତିକିଚଳି ନ ପାରିଲେ କେବଳ କଷ୍ଟ ।
ଦୃଶ୍ଯ ଅଦୃଶ୍ଯ ସବୁ ଗୋଟେ
ତଳକୁ ତଳ ଉପରକୁ ଉପରଯାଅ ଆଉ ଆସ ଭିତରୁ ଭିତର।ସମୁଦ୍ର ମରୁଭୂମି ସବୁ ଏକାକାରଦୁଆର ଘର ଆଲୁଅ ଅନ୍ଧାର।ସ୍ୱପ୍ନ ଜାଗ୍ରତ ସାଧ୍ୟ ଅସାଧ୍ୟସବୁ ଭୋଳ ମୂଳରେ ମୋ ଗୀତ।
କି ହେଲା କି ହେଲା
‘ସକଳେ ଡାକନ୍ତି ବସି କି ହେଲା କି ହେଲା, ଏ ତ ବଡ ବିପରୀତ ବୁଝା ତ ନ ଗଲା’ –ରାମାୟଣ ଲଙ୍କାକାଣ୍ଡନାଇଁ ଭୂମିକମ୍ପ ନାଇଁ ପବନନାଇଁ ଅଗ୍ନି କି ନାଇଁ ଅସ୍ତ୍ରଶସ୍ତ୍ରତଥାପି ସବୁ ସବୁ ଛିନଛତ୍ର!ଶ୍ରୀ ବହୁଦୂରେହିଂସା ଅହଙ୍କାର ଅଭିମାନଠୁ।ଭୂତଳ ଅମଙ୍ଗଳଆପଣା କଲାକର୍ମ ଫଳଦୁଃଖ ପ୍ରବଳୁ ପ୍ରବଳ।ଆହା!ଆକାଶ ଉପରେ ନାଇଁ ବିଶ୍ୱାସନିଶ୍ୱାସପ୍ରଶ୍ୱାସ ନିମେଷଭ୍ରୂକୁଟି ବିଳାସ ନାସାରସକିଛିର ନାଇଁ ଶୁଭ ପ୍ରକାଶ!କାଳ ହାସ୍ୟ ମାୟାବିରାଟ ବିରାଟ ରୂପ ଉଦ୍ଭାସିତ।ପ୍ରୀତିବୈରୀ ମୋହ ଜଡିତ,ସତ୍ଯ ସ୍ୱଭାବ ଜଗତ।ଗୂଢରୁ ଗୂଢତର ସମୟ…