No end.
And here
Discover self-knowledge
The true knowledge.
Life – supreme bliss
With beginning-less.
Similar Posts
Restriction on movement
Corona breaking.
ଦୁସ୍ତର
‘ଦୁସ୍ତରଏ ଘୋର ସଂସାର’ଯାହା ଯୋଉଠିଯେମିତି ଅନ୍ଧାର।ମେଲା ଦ୍ୱାରଯିବା ଆସିବା ଅହରହବାୟୁର ଅକ୍ଷର।କିଏ କାହା ସହ ମିଶିକାହାଠୁ କେମିତି ବାହାରିରଚେ କୋଉ ପୁର!କିଏ କାହାରଆହାର ବିହାରତୁମର ଆମରନୁହଁ ସ୍ଥିର।ଆକାର ନିରାକାରସୂକ୍ଷ୍ମସାରଅକାର ଉକାରମକାର।ତପୋବନ, ଟିଟିଲାଗଡ, ବଲାଙ୍ଗୀର20/03/2020
ବାନ୍ଧିଛି ସପନ
ଆଉ ହଜି ନିସେସବୁ ଏ ଯାଏ ।ଜଣାଇଛି ମାଛିକୁଉପରେ ତଳେଅମଙ୍ଗଳ ମୁହୂର୍ତ ।ଦେଖେଇଛି ବହିହାଟଗଲାବେଳେ ପାଣିରେପବନ ଆହୁଲାମାରି ।ରଖିପାରି ନି ସାଇତିଆଉ ଯାଇଛି ଧାଇଁକହିବାକୁ ଭଲମନ୍ଦଫେରାର ହୋଇଛି ଯାହା ଆମଠୁ ।
I am bold
To challengeYour jurisdiction.I am sovereignIn my state,Rule not here.I want myFree movement,Everywhere always.Who are you,How are you,I need not know,Please leave and go.
କୁମଡା
ତମେ କୁମଡା ବଲସଆମେ ମାଖନଆରୁ କିଏ କଖାରୁଛାଡ ହୋଜେନ୍ ଖଉଛେଜେନଟା ଖଉଆରୁ ମରୁଛେଜଦରଭି ମରୁ!ଏନ୍ତା ଜଦରଭିମରୁଥିତେକାଁଜେ ଏତକିହିନିସ୍ତା ହେତାସମାରୁ, ଜାହାରକମାନି ନେଇଁହେଲେ ଛୁଆ ଗୁରଦୁବାଟ କିନ୍ଦରୁ।କିନ୍ଦରି କିନ୍ଦରିମୁଇଁ କେଁ ସତେଛିଡୁଛେଁ!ଛିଡି ଛିଡିହଉଛେଁ କାଣାଜାନିଛେ କିଏ!ଜାନିକରିକରୁଛେ କାଣା!କାଣା କହୁଛେ କିଏଆରୁ ବୁଝୁଛେ କାଣାଆରୁ କିଏ!କିଏ କିଏ ପଚରାଲାକେଭୁଜା ମୁଗଫୁଲି ଖେଇସୋର ନେଇଁକରିପାରୁଛେ ନିଜକେ।ତପୋବନ,ଟିଟିଲାଗଡ, ବଲାଙ୍ଗୀର22/04/2020
चिकिरपुए
सबु सारिदेलेनहे चिकिरपुए।सारिदेलेनमा माएट आरुमोर भाषा ।मोरटा खेइकरिमोर मुडउपरेहगलेन,हे चिकिरपुए ।केन्ता करबइहाछिनि!नेइ पता काहाके!मदसिकाररेबाइ सभे।मुनुषकेमुनुषबागिररखिबसेइनेइदेबार हे पुहे ।चठाबुठा लेंगडाअंधा भएंराकरिदेलेन सभके।आरु अछे काणाकाहारपासे!तपोवन,टिटिलागड, बलाङ्गिर10/11/2019
The basic principle.
And here to give
And to serve –
Source of happiness.
No matter whether
Winning or losing.
Similar Posts
Life has its
Let us watch it.
As a man I know
I know the wayTo protest.To protest-My birth rightAnd no one canTakes away from me.And I knowLife is nothingAnd out of nothingI liveBeyond goodAnd bad.
Here I,
I am calling,I am dialing,And I am receiving,I am coming to me.I alone,But you are there.You, no one else,But, me.I am, but the air,I am, but the fire,Here, there.Here I am, see me.
ନିଜକୁ ସୁରକ୍ଷିତ ସ୍ଥାନରେ ରଖି ଯୁଦ୍ଧ କଲେ
ଖୋଲାଖୋଲି ମଇଦାନରେ ଠିଆ ହେବାକୁ ହୁଏସଭିଙ୍କ ସମ୍ମୁଖରେ ବିନା ସ୍ୱାର୍ଥରେ।
No prestige no stay,
Sweet speech and good company.
You are reading me
The whole truth.Imagine thatYou are in meAnd we are forEach other.Imagine thatWe are as such designedBy an architectWho is within us.And nothing to worryIf you are not able toImagine, stay still.