Dear son and with
All dreams enjoy life.
Life is yours
So also dreams,
Dear son and go with
Lovely days you have.
Similar Posts
ମୋର ମାଆଁରଟା
ପୈଦାହେଲାବେଲୁ ମୁଇଁଆଏଜତକ୍ ଖଉଛେଁ ଜେନଜେନଟା ସବୁ ସବୁମୋର ମାଆଁରଟା ଆଏ।ଜେନ୍ତା ଜେନ କହୁଥିଲା ମୋର ମାଆଆରୁ ମୁଇଁ ସିଖିଛେଁ ଜେତକିକହୁଛେଁ। ଉଡେନବାଜ କଥା କହିକରିକାଏଁ ଫାଏଦା କହୁନ୍!ଜେତକି ଜେନ ସବୁ ଦେଖୁଛ ତମର ଆଏଁଖିଥିସଫା ମୋର ମାଆରଟା ଆଏ।ମୋର ଆଏ ମୋର ମାଆଁଇ ଘରଦୁଆର ବଲବଏସହିସାବନିକାସ ମୋର ମାଆରଟା ଆଏ।ଆକାସପାତାଲ ପବନପାଏନଉଜାଲାଅଁଧାର ସବୁ ମୋର ମାଆଁ।ସବୁ ସବଦ ଧୁନି ହାଲସାବକଧୁଇଲମାଏଟ ରଁଗଭଁଗମୋର ମାଆଁରଟା ଆଏ।ଆରୁ ଜେତକି ଜେନଜେନଟା ବକତୁଛଆଏ, ମୁଇଁ ଆଏ।ଥିଲା ଆରୁ ଅଛେ ଭିମଝାମଝିଥି ସବକରରମୋର…
Catch the opportunity
Time is there with you,Rise and awake andDo the needful.
Nothing against anyone,
The truth always.
ଠାଏ କହିଥିଲି
ଉଭୟେ ମୋର ପ୍ରିୟ ।ମଲ୍ଲୀକୁ ପାଏମୃତ୍ୟୁକୁ ପାଏ ନା ।ଏବେ କିନ୍ତୁପ୍ରତି ମୁହୂର୍ତ ମୃତ୍ୟୁଦେଖାଉଛି କରାଳରୂପମଲ୍ଲୀର ବେଶରେ ।ମଲ୍ଲୀ ଆଉ ମୃତ୍ୟୁଉଭୟେ ଜାଣି ରଖନ୍ତୁ-ଦାୟ ରାୟ କିଛି ନାହିଁ ମୋର,ମୁଁ କାହାର ଖାଏ ନା କି ପିଏ ନାଶକ୍ତି ନାହିଁ କାହାଠି କଣ କରିବେ ମନା ।
Listen to,
Don’t be crafty.Listen toWith yourEar-less lifeAnd keep silence.Life is thereIn silence,Feel, I amIn you.This is a translation of the poemସତ୍ୟ ସହିତbyGajanan Mishra
With and without
Stories related toLife about.Life –Giving a touch ofSea and skyShows somethingBlue and green.Free everything,Down to earthCalling and fallingAnd strange to timeAll life.