Dear I love you most.
Similar Posts
ମଦ ମଦ
ମଦ ମଦ ମଦବିଷାକ୍ତ ମଦ ଅମୃତ ମଦମରିବ ପିଇଲେ ମଦବଂଚିବ ବି ପିଇଲେ ମଦମଦ ମଦ ମଦକୁଲି ରେଜା ମିସ୍ତ୍ରୀଙ୍କ ମଦକୁଜି ନେତା ମନ୍ତ୍ରୀଙ୍କ ମଦରିକ୍ସାବାଲା ଡ୍ରାଇଭରଙ୍କ ମଦଅଫିସର ଅମଲାଙ୍କ ମଦକବି ଲେଖକଙ୍କ ମଦମଦ ମଦ ମଦମଦରେ ଆଇନମଦରେ ଫାଇନମଦରେ ସାଇନମଦ ମଦ ମଦରାଜ୍ୟସାରା ମଦଘରସାରା ମଦପୁଅ ମାଇପ ମଦରାଜସ୍ୱଭରା ମଦମଦ ମଦ ମଦମାଂସରେ ମଦମାଇକିନାରେ ମଦପାଠରେ ମଦପ୍ରୟୋଗରେ ମଦମଦ ମଦ ମଦନିମାପଡାରେ ମଦନିର୍ବାଚନରେ ମଦନିହାଣରେ ମଦନିଷ୍କାମରେ ମଦମଦ ମଦ ମଦମଦରେ ମସ୍ତ ଶଳାମଦରେ ମସ୍ତ ଶଶୁରମଦରେ…
କେବଳ ତୁମର
ମୁଁ କେବଳ ତୁମରକୋଉଠୁ ଜାଣିଲ!ଜାଣିଲା ପରେକଣ କଲ!ଆଉ କଣ କଲକିକେଉଁଆଡେ ଯଦି ଗଲଜାଣିଥାଅ ମଲ।କଲ କି ମଲ!ଜାଣୁ କି ନ ଜାଣୁ କିଏସୁରକ୍ଷିତ ଯଦି ପହଂଚିଗଲଆଉ ନାଇଁ ଅନ୍ଧାର।ତପୋବନ,ଟିଟିଲାଗଡ,ବଲାଙ୍ଗୀର17/10/2020
ଅଛି ଆଉ କଣ ବା
ଯେତେ ଯାହା ହେଲେ ବିଅନ୍ଧାରକୁ ମୋର ନ କହି ପାରିଛିଯେ ଯାଏ ଜଂଜାଳଠୁପାଇଛି ମୁକ୍ତି ନୁହଁ ଏମିତି!ଆଉ ମୁଁ ରହିଛି କୋଉଠି ଯେସୌଭାଗ୍ୟର ଜାଣିବି ଆଗ ପଛ!2ଦୁନିଆଯାକର ଦୁଃଖ ଛଡାମୋ ପାଖରେ!ମୁଁ ତ ମୋ ଶବ୍ଦଙ୍କୁ ବିସାଇତି ସଜାଡି ପାରି ନି ରଖିକି କହି ପାରି ନି ମୋ ରାସ୍ତାକୁଆରେ ହେ ଭଲରେ ଭଲରେଯା ଯାଉଛୁ ଯୁଆଡେ।ରଡି ଚିଲ୍ଲାଇ କହିଛି ଯାହାସବୁଆକାଶକୁ ବୃଥାରେଜାଣେ ଯେ ଆକାଶରକାନ ଇ ନାଇଁ।ନିଦରୁ ହଠାତ୍ ଉଠିବାଉଳି ହୋଇଛିଜାଣି ନ ପାରି ଆରମ୍ଭଆଉ…
କରବାରଟା ଜେନଟା କରମା
ଭାବବାର ନେଇଁ ନ କିଛୁ।ଦେହେଧୁଖାଥି କାଁଜେ ଫସମା?ଫସିଗଲେ ଘାଏ ବାହାରିବାରଟାବଡା ମୁସ୍କିଲ ଆଏ।ବାହାରୁନ ବାହାରୁନ ପଲାବା ସମିଆଁକେନୁକେନକେ ଦେଖୁଥିବ କରି ଏଡେ ଆଁ!
Oh, I am Gajanan,
Here I amAnd with them,I know they areAlso human.To human, let meSalute again and againAnd yet again.
Time, the supreme
No one else.The cause of all,Birth and deathIs the time.Time willing,Nothing impossible.