I am in dark, though.
I am known to all,
But no one can say
What is my name
In true sense.
They are not in dark,
They say openly.
Proper inquiry revealed
For what they are here,
But publicly nothing
Can be exhibited.
And everything is misunderstood.
Similar Posts
Let me fly
In the seaI am fallenRippling by.For meThere, the sky.Flying flyLet me fly.My springMy coloursFull of joy.Oh wings,Oh birds,Let me fly.
ସନ୍ଦେହ ବ୍ୟାପିଲା ଧର୍ମରେ,
ଆଉ ଜୀବନ ହେଲା ଡହକବିକଳଧର୍ମର ଭୟାବହତାରେ।ସାରା ଜୀବନ ଚେଷ୍ଟା କରି କରିବିଫଳ ହେବାକୁ ହେଲାଧର୍ମଗ୍ରନ୍ଥମାନଙ୍କୁ ଆଉ କେହି ବିପାରିଲେ ନି ଚିହ୍ନି ଜାଣି ବୁଝିଗୋଟିଏ ବି ଜହ୍ନରାତି।ମୋଡ ବଦଳେଇବାକୁ ହେଲାସ୍ୱୟଂ ରାସ୍ତାକୁ ଝାପ୍ସା ଅନ୍ଧାରରେବୟସ ଆଉ ସମୟ ମାନିଲା ହାର୍ଆରୋପ ପ୍ରତ୍ୟାରୋପର ଗୋଲକଧନ୍ଧାରେନିଜପର ଖେଳୁଥିଲା ଯୋଉଠି ନିରାପଦରେ।
Let me compromise
The situations,And the personsWho are with me,But keeping myIdentity intact.Let me utter wordsAs per my conscience,And occupational duties,And respect people in general.Let me elevate myselfAnd take instructionsFrom nature for good.
My friend is dead
Yellow-facedMy relativesAll blackTheir dreams.All noiselessOn hardness of life.
ସବୁ ସତ ଯେ
ଡହକବିକଳ ହୋଇଯାଉଛି ଆତ୍ମା ।ସ୍ଵାଗତ କରିବାକୁ ଅଛି କିଏ?ସତ – ଡହ ଡହ ନିଆଁ,ସତ – ପିନ୍ ପିନ୍ ଖଣ୍ଡାଧାର,ଆଉ ଆମେ ତା ଉପରେ ସବାର ।ଯେମିତି ହେଉ, ଗୋଡ କାଢିସାରିଛେ ଯେବେ,ଯିବାକୁ ଇ ହେବ ଆଗକୁ ଆତ୍ମାର ଆଲୁଅରେ ।ଆଉ ଆଲୁଅ ଆମେ ନିଜେ, ନିଜକୁନିଜଠୁ ମୁକୁଳାଇ ଆମକୁ କହିବାକୁ ହେବଆମେ କେତେ ଠିକ୍ ଆଉ କେତେ ମାତ୍ରାରେପ୍ରତିଶ୍ରୁତିବଦ୍ଧ ଏଠାରେ ଆଉ ଆମ ପ୍ରସ୍ତୁତ କେତେନେବାକୁ ସମସ୍ତଙ୍କୁ ସାଥୀରେ ।
ଗୋଟିଏ ପୃଷ୍ଠା
ଗୋଟିଏ ସୂର୍ଯ୍ୟଗୋଟିଏ ଗୋଟିଏକେବଳ ଗୋଟିଏ ।ଗୋଟିଏ ମାଗୋଟିଏ ମାଟିଗୋଟିଏ ଆକାଶଗୋଟିଏ ଗୋଟିଏକେବଳ ଗୋଟିଏ ।ଗୋଟିଏ ଗୋଟିଏହୋଇ ହୋଇ ଆମେହେବା କୋଟିଏ କୋଟିଏମାତୃଭାଷା ଧରି ହାତରେ ।ମାଟି ମା ମାତୃଭାଷା ବିନାନାହିଁ ଗତିମୁକ୍ତି ନନାଉଡି ପାରିବ ନି ବୈଜୟନ୍ତିବାନାମାଟି ମା ମାତୃଭାଷା ବିନାଆମେ କିଏ କୋଉଠାରକିଏ ବାପା ମାନାହିଁ କିଛି ଚିହ୍ନା ।