At every moment.
Worry not,
If anything seen
Changed.
Changing is a style
And also a necessity.
Changing is well calculated
Simple and common, though.
Are you ready for a change dear?
But what you answer, I don’t care.
Changing style is all fair
Worry not, I am there.
Similar Posts
ଗୋଟିଏ ପୃଷ୍ଠା
ଗୋଟିଏ ସୂର୍ଯ୍ୟଗୋଟିଏ ଗୋଟିଏକେବଳ ଗୋଟିଏ ।ଗୋଟିଏ ମାଗୋଟିଏ ମାଟିଗୋଟିଏ ଆକାଶଗୋଟିଏ ଗୋଟିଏକେବଳ ଗୋଟିଏ ।ଗୋଟିଏ ଗୋଟିଏହୋଇ ହୋଇ ଆମେହେବା କୋଟିଏ କୋଟିଏମାତୃଭାଷା ଧରି ହାତରେ ।ମାଟି ମା ମାତୃଭାଷା ବିନାନାହିଁ ଗତିମୁକ୍ତି ନନାଉଡି ପାରିବ ନି ବୈଜୟନ୍ତିବାନାମାଟି ମା ମାତୃଭାଷା ବିନାଆମେ କିଏ କୋଉଠାରକିଏ ବାପା ମାନାହିଁ କିଛି ଚିହ୍ନା ।
ଶୂନ୍ୟ ମନ୍ଦିର
ଅଲେଖ ବ୍ରହ୍ମଅସମାପ୍ତ ଧୁନି।ଲକ୍ଷ୍ୟ-ମୁକ୍ତ ସମାଜସଚରାଚର ଶାନ୍ତି।ମହିମା ଗୋସାଇଁପରଦାରା ନାଇଁହିଂସା ନାଇଁ।ଉତ୍ସର୍ଗୀକୃତ ଜୀବନଆଉ ସମୟପ୍ରେମ ଆଉମାନବିକତା ପାଇଁ।
I create life in poetry,
Everything one after another.
ଏ ବାଲି
ଏ ବାଲିଆଉ ଏ ବାଲିରଥଆଉ ଏ ବାଲିଯାତ୍ରାସବୁରି ଉପରେ ମୋରଲେଖିବାର ଥିଲାଗୋଟେ କବିତାଆଉ ସେ କବିତାରଭାବଭଉଁରୀରେଘୂରିବାର ଥିଲାଘୂରି ଘୂରି ମୋରଦେଖିବାର ଥିଲାକାରଣ ଅକାରଣ ସବୁଆଉ ପରଖିବାର ଥିଲାଗଗନପବନକୁମୁଖରିତ କରୁଥିବା ଘଣ୍ଟମୃଦଳ ତୁରୀ ଶଙ୍ଖଧ୍ୱନୀଆଉ ହୁଡିବାରଥିଲାବାଟଅବାଟହୁଡି ପୁଣି ଦଉଡିବାର ଥିଲାଅଭଙ୍ଗା କଣ୍ଢେଇର ମନରେକହିବାର ଥିଲା ଆଉଥରେଆସିଲେ ପୁଣି ଆରମ୍ଭକରିବି ମୋର ଖେଳାବୁଲାଏଇ ବାଲିରେବାଲି ହୋଇ ବାଲିରଥରେଅହର୍ନିଶ ଚାଲିଥିବାବାଲିଯାତ୍ରାରେ।ତପୋବନ, ଟିଟିଲାଗଡ, ବଲାଙ୍ଗିର12/11/2019
Sir, take care.
Not satisfied you are.Nothing to stop,No way to stop,Even no one can stopAnything at any timeAnywhere dear sir.Take care sir,What you sayWhat you toAnd sir, nothing is unfairI know all here and there,For only good.
ଦିଲ୍ ଚାହିଏ
ହୃଦୟ ଦରକାର ହୃଦୟକୋସଲିରେ କହିଲେଦିଲ୍ ଚାହିଏ ଦିଲ୍।ଚାହେନା ନେଇଁଆରୁ କିଛୁ, ବୁଝୁଛ ବାବୁ।ବୁଲବୁଲ ଆଏଲେ ଭିପଲାବା ପାଖୁ,ଠଟେଇ ନେଇଁ ହୁଏ ।କବିତାର ମାୟାଜାଲେବାଁଧେ ନେଇଁ ମୁଇଁ କାହାକେ!ସିଧାସଲଖ କଥା କହିକରିଖାଡା ରହେମି ବେଲବୁଡାତକ୍ ।ତମର ତମେ ଜେନଟାବୁଝବାରଅଛେ ବୁଝ।ତପୋବନ, ଟିଟିଲାଗଡ, ବଲାଙ୍ଗିର8/11/2019