Some extras here.
Myself included
Having natural ability
Very easily.
In a particular way
I want to measure myself
In you, the truth.
Not slightly
But wholly I am
Inclined towards you.
No extra, remember
And offer yourself.
Similar Posts
ସନ୍ଦେହ ବ୍ୟାପିଲା ଧର୍ମରେ,
ଆଉ ଜୀବନ ହେଲା ଡହକବିକଳଧର୍ମର ଭୟାବହତାରେ।ସାରା ଜୀବନ ଚେଷ୍ଟା କରି କରିବିଫଳ ହେବାକୁ ହେଲାଧର୍ମଗ୍ରନ୍ଥମାନଙ୍କୁ ଆଉ କେହି ବିପାରିଲେ ନି ଚିହ୍ନି ଜାଣି ବୁଝିଗୋଟିଏ ବି ଜହ୍ନରାତି।ମୋଡ ବଦଳେଇବାକୁ ହେଲାସ୍ୱୟଂ ରାସ୍ତାକୁ ଝାପ୍ସା ଅନ୍ଧାରରେବୟସ ଆଉ ସମୟ ମାନିଲା ହାର୍ଆରୋପ ପ୍ରତ୍ୟାରୋପର ଗୋଲକଧନ୍ଧାରେନିଜପର ଖେଳୁଥିଲା ଯୋଉଠି ନିରାପଦରେ।
ଆଉ ଆଉ ପ୍ରଶ୍ନ
ପ୍ରେମ,ହଁ ପ୍ରେମକରୁଥିଲି କି କେବେ?ମୁଁ କିଏ ପ୍ରେମ କରିବାକୁ?ପ୍ରେମ କଣ କରିହୁଏଏମିତି ସେମିତି!ପ୍ରେମ କାହାକୁ କିଏ କରେ?ପ୍ରେମ କରୁଥିବା ହେମଗଲାଣି କେବେଠୁ!ଆଉ ଶୀତ ବର୍ଷା ଖରାରେଦହଗଂଜ ହେଉଛି ଯାହା ଧରଣୀ!ପ୍ରେମର ମାନେ କହିବାକୁକି ବୁଝି ବୁଝେଇବାକୁ ନାହାନ୍ତିକେହି ଜଣେ ଏଠାରେ!ପ୍ରେମ କଥା ଛାଡିଜୀବନ କଥା କହ, ଯିଏ ସଦାକରିବାକୁ ହିନସ୍ତା ସଦା ତୟାର।ପବନ କଥା କହ, ଯିଏ ସଦାକୁଆଡକୁ ନା କୁଆଡକୁପଳେଇବାକୁ ସଦା ବ୍ୟଗ୍ର।ଆଉ ଦେବ ସଭାରେଶିବ ବି ଭୋଳ, ମତିଭ୍ରମ।ପଚାର ନା ପଚାର ନାପ୍ରେମକୁ ନେଇଆଉ…
Truth is there and
Always convince allTo stay on the truth.Nothing but everyoneIs the truth here.Forget about birth and death,And joy and sorrow,Forget about this and that,Forget about night and day.It is all about a play,But the play is the truth,Try to understand andIt is all in you.
You may term it
But think for a while,The role in flying life.The sound produceIs ecstatic.Love or hate,Fear or envy,But the message is clearAnd specific.We are to know the air,The color and the lifeTherein for the livingAnd the flute- the only source.
Life is so real
Men are cruelAnd the earth is not well.The earth is not wellAnd to destroy lifeEach one is giving fuel.Each one is giving fuelWith no knowledge ofWhat to do with body-cell.
ସତ କଥା ହେଉଛି
ଯାଦୁ ଏଠି।ଆଶ୍ଚର୍ଯ୍ଯ ହୋଇ ଖାଲିଦେଖିବାର ଅଛି, ଆଉଅନୁଭବ କରିବାର ଅଛି।ସତ କଥା ହେଉଛିୟା ଛଡା ଆଉ କିଛିକରିବାର ଇ ନାଇଁ।ଆଶ୍ଚର୍ଯ୍ଯ ହେଉଛିମାନିବାକୁ ନୁହଁତୟାର କେହି ବି।ସତକଥା ହେଉଛିଜଣେ ବି ନିଜର ନୁହଁ!