Hope has no meaning
Take care.
Life is in fire
Life is a fire-flower.
All magical all ours
Take care take care.
Similar Posts
From shop to shop
Happiness.From individual to individualI move and ask aboutHappiness.But sorry,Nowhere I find andNo one is able to sayAnything at any time.Happiness is somethingBeyond reach.Happiness is a state of mindI discover on beach.
Virtue of true knowledge –
Virtue of equal vision –Peaceful life,Virtue of peaceful life –Driving away fear,Virtue of driving away fear –Getting nectar.
ଏ ଫୁଲ ଫୁଟୁଛି
ଝଡିବା ଆଉ ଫୁଟିବା ଭିତରେରଙ୍ଗ ରୂପ ସବୁ ବଦଳୁଛି।ସପନ ଆଉ ସକାଳପୁଣି ପୁଣି ଆସୁଛିସବୁ ଆସିବା ଭିତରେକଣ କୋଉଠି ହେଉଛି।ହେବା ଆଉ ନ ହେବାରେଦୁଖସୁଖ ରହୁଛିରହିବା ଆଉ ନ ରହିବା ଭିତରେକିଏ କୋଉଠି ହଜୁଛି।
ଯେତେ ଯାହା ହେଉ
ଅନୁମତି ନାଇଁ ତପୋବନକୁ!ଅବଶ୍ୟ ଅଛି ବାଟ ସୁଧୁରେଇବାକୁ,ପ୍ରୟାସ ଜାରି ରହିଛିସୁସ୍ଥ ସମାଜ ଗଢିବାକୁ।ଦେଖ ଶିଖ ପରଖ ଆଉସରସ ସୁନ୍ଦର କର ଜୀବନକୁ।
ବୁଲା ପାଗଳ କୁକୁରଗୁଡାକ,
ଜାଲ ପକାଇ ହେଉ ନି ଧରି ଯଦିଆଉ ଚିକିତ୍ସା ବାହାରକୁ ଚାଲିଯାଇଛନ୍ତି ଯଦିକରିଦିଅ ଫାୟାରିଂ!
ସବୁଠୁ ଛୋଟ
ବଦଳେଇପାରେପୃଥିବୀ ।