And here
Death is living
With us
At this time.
Bitter though
Life is sweet.
Similar Posts
Well advance
But notIn knowledge.Knowledge of truthBut a necessityThat we have forgottenIn this material world.The world, that is ours,Not with us forWe are in dark,Darkness, to be driven out,We have forgotten so far,As we are ignorant.
Not do-er,
Matter- all covered.No matterHigher or lower,But all wonder.I appear andTruth-I am, consider.
So nice and so cooling,
You are blazing andBurning all my sorrows.I am here to achieve you,But you are there with me,You are my truth-consciousness,For you, I am perfect here.
ଭେଟିଥିଲି ନେତକୁ
ହଁ ମ ସେଇ ନେତପୂରା ନାଁ ନାଇଁ ଜଣା,ହେଲେ ସେଇ ତସେଇ ହଲୁ ବୁଢାର ନାତିବାପା ନାଁ ରାହୁଳ ଶତପଥି।ବୁଢା କଥା ମନେ ପଡିଗଲାକୋଟି ପରମାୟୁ ହେଉବୁଢା ଗଲାଣି ବହୁତ ଦିନରୁ।ଦାଣ୍ଡ ବାରଣ୍ଡାରେ ଆମେଅପେକ୍ଷାରେ ଥାଉଁ ପ୍ରାୟ ସକାଳୁବୁଢା ନିଶ୍ଚୟ ହଲି ଦୋହଲି ଆସିବଛୋଟ ଏକ ପିତ୍ତଳବାଲଟିରେବରପଡା ମହାଦେବ ମନ୍ଦିରରୁପାଣି ବେଲପତ୍ର ପ୍ରସାଦ ଧରି।ଦେଖିଲାମାତ୍ରେ ଆଂଜୁଳା ଦେଖାଇଦେଲେବୁଢା ଢାଳିଦେବ ପାଣିହାଁ ହାଁ କହୁଥିବ ଅଧା ତଳେ ପଡୁଥିବସତେକି ଗାଁ ଦାଣ୍ଡ ବି ଆମ ସହିତଥିଲା ଅପେକ୍ଷାରେ ଶିବଙ୍କ…
O king, follow the laws,
To deals out the punishments,In the forms of war, famineAnd so on and so forth.If you are not aware ofThe truth, the life’s goalYou should not take charge ofRuling the people, the sonsAnd daughters of nectar.The common people areThe roots of your state, remember.Use their language, save their culture,Or else, let me call you a…
କୁନ୍ତୀ
ଧେତ୍ ତେରିକି,ଜନ୍ମ ଦେଲି ଆଉ ଭସେଇ ଦେଲି!ଭସେଇ ପାରିଲି? ?ମୋ ନିଜ ରକ୍ତକୁମୋର କହି ପାରି ନି,ଆଉ କହି ନ ପାରିବା ଯୋଗୁଁଏତେ ଅଘଟଣ!ହଁ ସତଏଇଠି କବିତା ପ୍ରସ୍ତୁତ।ଏଇଠୁପ୍ରକୃତ ମହାଭାରତ ।ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମଯୁଗ ଯୁଗର।ସହଜ ସହସାନୁହଁରେ ଭାଇ!ନିଜ ଭିତରେ ନିଜେରହିଛି କମ୍ ଟଣାଓଟରାରେ?କିଏ ନେଇଛି କେଉଁଆଡକୁରହି ପାରି ନି ମୁଁ ମୋଠି!ଲୁହରେ ନ ଭାସିଛି ନୁହଁଦେଖାଇଛି ତଥାପିମୋର ମୁହଁ।ଛାଡି ଦେଲା ପରେ ବିକରିଛି ଲୋଭ,ଲଜ୍ଜା ପାଇଁ ହେଉ କିହେଉ ଭୟରେ!ଆଉ ଫେରିବ?ନିଜ ନିଜ ବାଗରେ ଦେଖକଣ କିଏ…