This is a translation of the poem
If The Limbs Could See
by
Gajanan Mishra
Similar Posts
ସ୍ତୁତି ପ୍ରଣାମ
ଆଉ ବି ନୁହଁ ।କର ଅଙ୍କନନର୍କ ଦ୍ଵାର ।ଆସ ଧରିସୂର୍ଯ୍ୟମନ୍ତ୍ର ।ନିର୍ବିକାର ମୁଁଜୀବନ ।ଦୁଃଖ ରହିତସମୟ ।
The moon is in your body,
The moon goes when and how.I know how the moon is burningAnd how it is cooling all here,The movement and the directionOf the moon be marked with care.I know the moon being blackIn color and at times whiteAnd at other times red and yellow.I care not the southern side,Of course, it is true here.I enjoy…
ନେଇଁ ହେଲା କିଛୁ
ନେଇଁ ହେଲା କିଛୁହେବାରଥିଲା ଜେନଜେନଟାନେଇଁ କହ ହେନ୍ତା!ଜେନଟା ଜେନ୍ତାହେବାରଥିଲା ହେଟା ହେନ୍ତାହେଇଛେ କି ନେଇଁବୁଝିଆସ ଭଲକରି ଜ!ଆଁପରିଜାଁପରି ହେଲେହେବାକେଁ କିଛୁ ଫାଏଦାନେଇଁ ହେବାରଟା କେନ୍ତା ହେତା!ନଡିଆଗଛେ କେଁଆମ ଫଲିଥିତା?ଜେନଟା ଅଉଛେ ଭାବନାକେଫେରଭି ଜାବଡି ଧର ହେତାକେ।ତପୋବନ,ଟିଟିଲାଗଡ,ବଲାଙ୍ଗୀର07/03/2020
Putting you first,
You, please comeAnd join hands,And let usSpeak in one voice.I know,I alone,cannot walkOn the path ofPeace and progress.Please support not violence,Please export not terror,Please perpetrate not hatred,But love, love humanity,And come forwardFor the larger interestOf the society.
ଶାହିନ ବାଗ
କୋଉଠି?କିଏ ଯାଏ ସେଠିକି?କଣ ହେଉଛି ସେଠି?ଶାହିନ ବାଗ!ଶାହିନ ବାଗ!ଗୋ ବେକ୍ଗୋ ବେକ୍ ନାରା! !କଣ ବୁଝିଛି କିଏ!ତୁଚ୍ଛା କୋକୁଆ!ଅଛି କିଏଏ ସବୁର ପଛରେ?ବିନା ହାୱାରେଉଡୁଛି ଆକାଶ!କାହିଁ?ପଚାରିଲାବେଳକୁଆକାଶ ଇ ନାଇଁ।ତୁଚ୍ଛାକୁ ଏତେଗୋଡେ ନାଇଁ ମୁଦିକଚାଡୁ କେତେ!ଆରେ ହେଶାହିନବାଗ ଲୋକେତୁମର ଇ ସବୁ ଏଠାରେ!ତମ ପାଇଁ ଇଆମେ ତୁମ ଜାଗାରେ!ତପୋବନ, ଟିଟିଲାଗଡ, ବଲାଙ୍ଗିର27/01/2020
Who am I?
From where andTo where am I going?Oh I am so and soI have so many namesSo much powerSo much wealth.No one is equal to meI am supreme.But how helpless I amSee please.