And the necessity of security
In the correct order with self restraint.
Similar Posts
Anything
Read my writings andUnderstand the truthThat is within you.Anywhere I can goSee me and stayUnafraid.Call me and feelMy presenceWhere you are.No danger,When I appear,For you dear.
ହେଉଛି ଯାହା
ଯାହା ଅଛି ହେବାକୁସେଇଟା ହେବ ଇ ହେବ ।କିଛି କାହାରିଆୟତ୍ତ ନାହିଁ ।ଅଣାୟତ୍ତ ନିଜେ,ଆଉ ଆୟତ୍ତରେରଖିବ କାହାକୁ କିଏ ।ସାମାନ୍ୟ ହଲଚଲହେଲେ ସମୟପିଣ୍ଡରୁ ବାହାରି ଯାଏପ୍ରାଣ, ଯୋଉଥିପାଇଁ ପୁଣିସତ୍ତା ହଜେ ଭାଗିଦାରିରେ ।
ମୋ ସ୍ଥିତି
ମୁଁ ହିଁଏଠି ମୋ ପାଇଁ ।ମୁକ୍ତ ଆଉନିର୍ମଳ ମୋରଅବସ୍ଥିତି ।ଗୁଣହୀନପୁଣି ସ୍ଥିତିବାନ ।ମୋର ମୁଁଅଛି ଠିକ୍ ମୋଠି ।ପରିବର୍ତନର ଆଶଙ୍କାନାହିଁ ସ୍ଥିତି, ଆଉ ମୁଁଏଠି ରଖିଛି ମୋର ପରିଚିତି ।
ପାଖେଇ ପାଖେଇ ଆସ
ନାଇଁ ମ,କରୋନା ଫରୋନା କିଛି ନାଇଁଡର ନି।କହିବି ନି ବିକରୋନା ମରୁଯେମିତି କହେ ପଡୋଶିନୀବରଂ କହିବିତା ବାଟରେ ସେ ଥାଉଆମ ବାଟରେ ଥିବା ଆମେଯେ ଯାହାର ଯେମିତିନିଜ ନିଜ ଜାଗାରେ ରହୁ।ଆସ ପାଖେଇ,ଛୁଆଁଛୁଇଁରୁକିଛି ଘଟିବାର ନାଇଁବରଂ ବଢିବାର ଅଛିସ୍ନେହ ଶ୍ରଦ୍ଧା ପ୍ରେମ ସତ୍ୟନ୍ୟାୟ ଆଉ ଦିଶିବାର ଅଛିଆହୁରି ଆହୁରି ଆଲୁଅ ।ଜୀବନ ଇ ଗୋଟେପ୍ରଚଣ୍ଡ ରଙ୍ଗୀନ ଆଲୁଅ।ଆସ ଆସ ପାଖେଇ ଆସମିଶୁ ଦେହରେ ଦେହମନରେ ମନ ହୃଦୟରେ ହୃଦୟ।ପାଖେଇ ପାଖେଇ ଆସଆମ ଏ ପୃଥିବୀରନାଇଁ ଶେଷ।ଆସ ଆସ…
For getting out of the fire,
It is you to call the star.
Always a man is
Act as a dangerous terroristAnd make an uneasy allianceWith inhuman.