And I am watching this world.
Similar Posts
ତୁମେ ଆଉ ମୁଁ
ଆଉ କେହି ନାହିଁ ଏଠି,ତୁମେ ଆଉ ମୁଁ କେବଳ।ତୁମେ ଆଉ ମୁଁ ଏଠି ଯେବେଆଉ କିଏ କିପରି ଭାବରେପାରିବ ରହି ଏଠାରେ।ମୁଁ ସ୍ଥିତ ତୁମଠିତୁମେ ସ୍ଥିତ ମୋଠି।କିଏ କାହାକୁ କେତେବେଳେମନ୍ଥନ କରୁଛି କହିବା ମୁସ୍କିଲ।ମୁଁ ଆଉ ତୁମେ କେବଳଆଉ ଆମେ ଏକତ୍ରଆଉ ଆମ ନେତ୍ର ଉନ୍ମୀଳିତ।ନା, ଆମର ଯିବାର ନାଇଁକି ଆସିବାର ନାଇଁ।କେମିତି କୋଉଠୁ କୋଉଠିକିସେସବୁର ବି ଠିକଣା ନାଇଁ।ସତ ଯେ ଆମେ ଆମରସମଗ୍ର ରୂପ, ଆମେ ଆମର।ତୁମେ ମୁଁ ଆଉ ଆମେ,ଆଉ ଆମ ଭିତରେକି ବାହାରେସଂଶୟ…
ଆଉ ଆଉ ପ୍ରଶ୍ନ
ପ୍ରେମ,ହଁ ପ୍ରେମକରୁଥିଲି କି କେବେ?ମୁଁ କିଏ ପ୍ରେମ କରିବାକୁ?ପ୍ରେମ କଣ କରିହୁଏଏମିତି ସେମିତି!ପ୍ରେମ କାହାକୁ କିଏ କରେ?ପ୍ରେମ କରୁଥିବା ହେମଗଲାଣି କେବେଠୁ!ଆଉ ଶୀତ ବର୍ଷା ଖରାରେଦହଗଂଜ ହେଉଛି ଯାହା ଧରଣୀ!ପ୍ରେମର ମାନେ କହିବାକୁକି ବୁଝି ବୁଝେଇବାକୁ ନାହାନ୍ତିକେହି ଜଣେ ଏଠାରେ!ପ୍ରେମ କଥା ଛାଡିଜୀବନ କଥା କହ, ଯିଏ ସଦାକରିବାକୁ ହିନସ୍ତା ସଦା ତୟାର।ପବନ କଥା କହ, ଯିଏ ସଦାକୁଆଡକୁ ନା କୁଆଡକୁପଳେଇବାକୁ ସଦା ବ୍ୟଗ୍ର।ଆଉ ଦେବ ସଭାରେଶିବ ବି ଭୋଳ, ମତିଭ୍ରମ।ପଚାର ନା ପଚାର ନାପ୍ରେମକୁ ନେଇଆଉ…
By telling
Just expressing my foolishness.Nothing newBut wonderful.And at every momentI am dying, see me.And nothing is mine.But I knowMy poems and my words areDeathless,They are in truthAnd they love all,
The sky,
All stillAll silent.All roarBreaking chaos.All roadsAll hopeAll openedWith joy.Forward marchAnd musical songsLife andLiving cool.
Right,
Allowed.When we are all hereFor public good.TruthMust be unearthedFor all welfare.Transparent structureMust be builtFor knowledge.Active participationIs a mustFor all out development.
True law is
And parliamentBy the representative ofThe people there.People are the sovereign.No one can manufacture lawAt home or outsideLegislative assembly.The law must be followed,And the violatorsMust be punished.This is democratic norms,This is our state.