We know the truth is for all good.
Similar Posts
Smell the fragrance,
Your own body.Your body isThe place of all wonders,Your body isAll auspicious.But be cautious, men,All truth are thereIn your body andPlease try toDiscover themDuring the periodOf your living.
Life after life
With you dear poet.Life after lifeMay I take oathIn the name ofThe holy earthTo serve all here.
ଚୋର ଚୋର ସବୁ
ଚୋର ଚୋର ସବୁବିରି ଆଣ୍ଟେ ଠୁଳ।ଆଉ ଦେଖଣାହାରୀସବୁ ମୁର୍ଦ୍ଦାର ।ମା ମାଟିକୁବିକ୍ରି କରିବାରେବ୍ୟସ୍ତ ଏମାନେ ।କୋଉ ଭାଷାରେକଣ କହିବ ହୋକାହାକୁ କିପରି!ଲାଂଚୁଆ ମିଛୁଆବେଧୁଆ ସବୁଅସଲି ଛାଡିନକଲିରେ ବାୟା।ଯିଏ ଯାହାକୁଯେମିତି ପାରିଲାଟେକିଲା ଚାଟିଲାପୁଣି ସୁଯୋଗ ଦେଖିକଚାଡିଲା।ପାଗଳ ଶଳେମରୁଛନ୍ତି ହିଂସା ଅଳଙ୍କାରରେ ।ନିଜେ ନିଜେନିଜ ନିଆଁରେଦଁ ଦଁ ଜଳୁଛନ୍ତିମରୁ ନାହାନ୍ତି ଯେ!ପଶୁ ଠୁ ବି ହୀନ,ପାରୁ ନାହାନ୍ତି ବୁଝିଆଉ ହାଁ ହାଁ ହେଉଛନ୍ତିଟଙ୍କା ସୁନା ସମ୍ମାନଉପାଧିରେ!ବୁଝେଇବାକୁ ଅଛି କିଏ?ଚେଇଁ ଶୋଇଥିବାପଶୁଙ୍କୁ ବୁଦ୍ଧି ଦେହ କିଏ?ଆରେ ହେଆଗେଇ ଯାଅନିଜେ ନିଜ ବାଟରେ।ତପୋବନ,…
Each one, one ring
From time immemorial.Each one, symbol ofHumanity, symbol ofCompassion, symbol ofLove and truth.And here life is a means ofTravelling through timeWith no coverings.Let us be clearNo one is a dustbin liner.
Why fish?
Front to frontWe are ready to fight.But to save life,Water is necessary.And the fishIs the system.We are to createMore and moreFor us.We are to destroyAll on our pathGoing against us.* close friend
ହେଉ ନି ବିଶ୍ୱାସ
ନା, ଏ ଗଛରେଅଛି କବିତାହେଉ ନି ବିଶ୍ୱାସ।ଧାଡି ବେଶ୍ ଲମ୍ୱାଆଉ ଆଉ ସମସ୍ତେପୋଖତ ଚଢିବାରେଅସମ୍ଭାବିତ ରୂପରେ।ହାଲୁକା ଆଉକୋମଳ ହେଲେ ବିଲଢେଇରେ ଜିତି ଯିବନୁହଁ ଏମିତି।କଥାରେ କଥାରେଭୁଲାଇ କାଟି ନେବସବୁ ଯାକ ଚୁଟି।ଶବ୍ଦ ବିଚାର ମରେ ନିସ୍ୱପ୍ନ ସରେ ନିଆଉ ଅଭିବ୍ୟକ୍ତ ଯୋଉଟାଆବଶ୍ଯକ ପଡେ ସାଇତା।କଠିନରୁ କଠିନ ରାସ୍ତା ରିସ୍ତାସୁଗନ୍ଧିତ ଫୁଲ ଭିତରେଦେଖୁଥାଏ ରଙ୍ଗୀନ ଚିତ୍ର।ସଫଳତା ଥାଏ ରାସ୍ତାରେରିସ୍ତାରେ ନୁହଁପଡିଯାଏ ଜଣା ଗଲାବେଳେଆଗକୁ ପାଦ।ମଂଚ ପରିଚାଳକ ବେଶ୍ ଚାଲାକ୍ଆଉ ସେଥିରେ ସେଚଲେଇ ରଖିଥାଏ ଖେଳ ହରଦମ୍।09437366644