And liberties.
Similar Posts
ଦୁଃଖ
ଏକ ବେପାର।ଦୁଃଖନିଜକୁ ନିଜେସହ୍ୟ କରି ନ ପାରିବାର।ଦୁଃଖକୌଣସି ସାରାଂଶରେନ ପହଂଚିବା।ଆଉ ଦୁଃଖଜୀବନକୁ ଜୀବନ ବୋଲିନ ଭାବିବା ।ଚାଲିଛି ଏକପାଖିଆମୂଳଭୂତ ସରକାର।
Keeping together is an art
By collecting all words here.
ଦୁର୍ଗତି ଛଡା ଆଉ
ପୂର୍ବ ଦିଗେ ଘର,ଘରେ ପ୍ରଥମ ଆଲୁଅ,ତଥାପି ଯଦି ଆମେନିଘୋଡ ନିଦରେ ।ଦୁର୍ଗତି ଛଡାଆଉ ଅଛି କଣ?ସତ୍ୟ ଆମଠିଥାଇ ବି ଆମେ ଯଦିଜାଣି ଚିହ୍ନି ନ ପାରିଲେ,ସତ୍ୟରେ ରହି ନ ପାରିଲେ ।ଦୁର୍ଗତି ଛଡା ଆଉଅଛି କଣ?ଜିଇଁ ଥାଉ ଥାଉଯଦି ନ କଲେ ପ୍ରେମଆଉ ଯଦି ନ ବୁଝିଲେକଣ ଏ ଜୀବନ ।
Not sufficient
But you have to do the needful.Not wantingTo tell about anythingBut you have to rethink good.You are able toRemember things I know,And you can keep right.Remember, each one isSensitive and productive.Remember, telling all positiveAnd selling anything to publicNot one and the same.
Classifying myself
And who am I?Know it dear fromThe very actions.
A new beginning
Of a new era –All ready started.You are just toObserve timeAlready favourable.Let us welcomeThis era withGood faith.Let us keepHumanity with us.Let us not exploitAnyone for fear ofanything.