In this Lanka!
In odia language;
ଲଙ୍କାର ସତରେ ସମସ୍ତେ ଅସୁର!
Similar Posts
Soft and ripe –
Hear the melody,Memoir of poetry.No appearance,No disappearance.Keeping everythingIn secret.
ମେଘ
ନେଇଁ କହଆରୁ ଆସବା ଘୁଟି,ସଲା, ଏତକିରେଦେଖୁଛୁ କି ନେଇଁନାକ କାନ ଜଉଛେଘଟଘଟେଇଦେହେ ଜଉଛେ କୁହୁରି!ନେଇଁ କହଖୁସାର ଉପରେ ଚଉଁରି,ମର ସଲା ଭୁଟଭୁଟିସୁନୁଛୁ ଜେନଟାସତ୍ ବଲୁଛୁ ବଏଲେମଲୁ ନ ଗା ଟୁରା!ଜିଏ ଜେନତା ପାରଲାଉଠାଲା ଫାଏଦାକଁଅଲି ସିକାରଦେଖଲାବଏଲେ ଘିଚଲାଫୁଟେକ୍ ସଜେ ସଜେପିଲା ହଉ କି ଟୁକେଲମଲ ନ ହୋ ବୁଆ!ତପୋବନ, ଟିଟିଲାଗଡ, ବଲାଙ୍ଗିର25/02/2020
You all
Though, in different styleYou recognisedThe land and the people.Great wordsGreat worksGreat holy bookAll we know.Outstanding features-All love andCooperation andMutual respect, thanksGreat life prophet.
ଅଛି କଣ ଭିତରେ?
କଣ ଭିତରେ ଅଛି?ଉତ୍ତର ଅପେକ୍ଷାରେ ସମସ୍ତେ,ସମସ୍ତେ ଉତ୍ତର ଅପେକ୍ଷାରେ ।ଉତ୍ତର ଦେବାକୁ ଅଛି କିଏ?କିଏ ଅଛି ଦେବାକୁ ଉତ୍ତର?ପବନ ପାଣି ଖେଳୁଥିବାଦୃଶ୍ୟ ଦିଶୁଛି ଖାଲି ।ଆକାଶ ରଡୁଛିମାଟିରେ ଠିଆ ହୋଇ ।କବି ବସିଛି ଚାହିଁ ଅକ୍ଷର,ଆଉ ଅକ୍ଷର ଯାଇଛି କୁଆଡେମେଘ ସାଙ୍ଗରେ ।
A leaf, a flower,
I am ready toAccept my dear,Worry not,Whatever you likePlease offer.With you,If nothing isAlso there,No matter.Just give meYour mind,That’s enough.
Nothing to aspire
No fire.So cold we areWith all truthAnd love.Faith the selfAnd conquer.