Samparka aame janu.
Samparka amrutare.
Kiontu mandara pahada
Dihinka bhitare pasi
Kala nahin bhala.
Dukhara samaya aasigala
Mu jane.
Aschrya hebar karana
Bi nahin kichhi.
Aame bi nuhan bokaa.
Kintu katha taa gurutara.
Aau aaji jae aame
Khyati sahuchhun.
IN oDIA LIPI OR BRAHMI SCRIPT;
କଇଁଚ ଆଉ ସମୁଦ୍ର
ଏମାନଙ୍କ ଭିତରେ
ଭଲ ସଂପର୍କ, ଜାଣୁ ।
ସଂପର୍କ ଅମୃତର ।
କିନ୍ତ ମନ୍ଦର ପାହାଡ
ଦିହିଙ୍କ ଭିତରେ ପଶି
କଲା ନାହିଁ ଭଲ ।
ଦୁଃଖର ସମୟ ଆସିଗଲା
ମୁଁ ଜାଣେ ।
ଆଶ୍ଚର୍ଯ୍ୟ ହେବାର
କାରଣ ନାହିଁ ବି କିଛି ।
ଆମେ ବି ନୁହଁ ବୋକା ।
କିନ୍ତୁ କଥାଟା ଗୁରୁତର,
ଆଉ ଆଜିଯାଏ ଆମେ
ସହୁଛୁଆ କ୍ଷତି ।
This is a translation of the poem
Tortoise And The Ocean
by
Gajanan Mishra

Similar Posts

Leave a Reply

Your email address will not be published. Required fields are marked *