This is a translation of the poem
What Shall We Do
by
Gajanan Mishra
Similar Posts
ଶତ୍ରୁଟିଏ
ଦରକାର ଶତ୍ରୁଟିଏଯାହା ପାଇଁ ବଂଚି ହୁଏସୁରୁଖୁରୁରେ।ଶତ୍ରୁକୁ ବେଖାତିର କଲେ,ହାତଛଡା କଲେ, ପାଖରୁଦୂରେଇ ଦେଲେସେ ବଂଚିବା କି ବଂଚିବା!ଶତ୍ରୁ ଯେତେ ଦେଲେ ବିଆଘାତ ହୁଏ କମ୍।ଶତ୍ରୁର ଆଘାତଲାଗେ ରୋମାଂଚ।ଦେଉଛି ଆଘାତ ଭାବେ ଶତ୍ରୁଆଉ ନିଜେ ହେଉଥାଏ ଖତମ୍,ଆହା, ପ୍ରିୟ ଶତ୍ରୁ ମୋରକୋଉଠି ହେଉଛ ଲୀନ!ଆଃ, କେମିତି କଟୁଛିଦେଖ ଏଠି ଦିନ!ଭୁଲ କି ଠିକ୍ତୁମର କଥାଭାଷାତୁମର ଧର୍ମକର୍ମତୁମେ ଜାଣି ପାରୁ ନ!ଜାଣି ପାରୁ ନକାହା ସହିତ ଲଢିବାକୁତୁମର ଏତେ ପ୍ରସ୍ତୁତିମୃତ୍ଯୁ ଶଯ୍ୟାରେ ଏମିତିପୁଣି ଏ ଆୟ ଆଡମ୍ୱର!2ପ୍ରତ୍ୟେକ ଦିନଏକ ଏକ…
ସେ ତ ଏକ ବାସ୍ନାୟିତ ଫୁଲ
ଠିକ୍ ସମୟରେ ଠିକ୍ ଜାଗାରେ ଥାଏସବୁ ଆନନ୍ଦ ଧରି ସବୁ ଆଲୁଅ ଧରି।ବ୍ଲୁପ୍ରିଣ୍ଟ ରେଡି କରୁଥାଏ ସଦାସର୍ବଦାଦେବାକୁ ନୂତନ ରଙ୍ଗୀନ ଚିତ୍ର।ବେକାର ଗପସପରେ ସାରେ ନା ସମୟବନ୍ଧୁତ୍ୱର ମାନେ ବୁଝେ ଥାଇ ନିଜ ଭିତରେ।
Be a man as hard as a thunderbolt,
And know your divine mission.Nothing to envy,Stay equal to all.
I am the best
Oh yes,I am a man.I am the man andHere at this timeI have everythingAnd you are also mine.You are mineAnd everything with meFull of meaning.Meaningful wordsAnd I celebrate withEveryone in life.
Life, see here
But worry notChances of winning is thereAnd a bright day isWaiting for you.To learn a lotToday is present- the truth.
Mislead not anyone,
Board not on stone boat,That is there to sinkIn the water.Know the truth,Follow the principles,And save yourself fromAll dangerous position.And fulfill the aimOf your life, dear.Fortunately, you are hereAnd you are a reader,Go on the road that is clear.