ଅଛେଁ ଆରୁ ନେଇଁ ନ ବି।
କହେଲ ତମେ ଆରୁ କଲିଁ ମୁଇଁ ହଁ ହଁ।
ମରବାର ଆରୁ ବଁଚବାର ଭିତରେ ଅଛେ ଫରକ ନେଇଁ ପାରେଁ କହି।
ଯିବାର ଆରୁ ଫିରବାରଟା କାଣା!
Odia;
ଅଛି ମୁଁ
ଅଛି ଆଉ ନାଇଁ ବି।
ତୁମେ କହିଲ ଆଉ ମୁଁ କଲି ହଁ ହଁ।
କହି ପାରୁ ନି ମରିବା ଆଉ ବଂଚିବା ଭିତରର ତଫାତ୍ ।
ଯିବା ଆଉ ଫେରିବା, କଣ ଏଇଟା!
English;
Yes I am here
Here I am and I am not.
You told and I gave consent.
I am not able to say
The difference in between
Life and death.
I am not able to say
The difference in between
Going and coming.