Signature I sign
On the body of the sky
And you fly.
Your truth
My livelihood.
And I am getting lost
With you.
Similar Posts
ଏଠାରେ ଏମାନେ
1ଆତତାୟୀଏମାନେ ସବୁଏ ଯାହାଙ୍କୁଦେଖୁଛ ଏଠାରେଆଉ ଯାହାଙ୍କୁ କହୁଛଭାଇ ବାପ ବନ୍ଧୁ ମଇତ୍ର।ତମର ଆତ୍ମାକୁ ପଚାରଏମାନେ କେତେଦୂରହେବେ ତୁମର ସହାୟ।ପଚାର କେମିତିକୋଉଠି କିଏଦେବ ଧୋକା!କଣ କଲେ ପୁଣିତୁମକୁ ଯିବ ତୁମେଏମାନଙ୍କ ସହିତପଚାର ଯାଇଯାହାକୁ ନେଇ ପୁଣିଧରି ରଖିବାକୁ ହେବଏ ସମୟ।ଏ ସମୟରେ ଏଠିଚୋର ତସ୍କରଙ୍କ ଭିଡ।2ଚୋର ତସ୍କରଆଉ ଲୁଟେରାସବୁ ସବୁ ଏମାନେଏ ସରକାରଆଉ ଏ ସରକାରୀବାବୁ ଅଫିସରମାନେଚାଣକ୍ୟ ଦିନୁସିଦ୍ଧ କଥା ୟେ,ଆଉ ଆଲୋଚନାରନାଇଁ ପ୍ରୟୋଜନୟା ଉପରେ।ବଦଳେଇ ପାରିବାରଶକ୍ତି ଅବଶ୍ୟ ଅଛିତୁମଠି ଜାଣେ।କିନ୍ତୁ ତୁମକୁ କୌଣସିପଦପଦବୀ କିଟଙ୍କାସୁନା କିଆଉ କଣ…
No role to play,
Stop there, noRed light, noEarmarked area.Stay humble likeServant’s servantAnd for goodHonor all people.Fickleness and prideAll faults ofHuman society.
ଶବଦରୂପି ସର୍ବଜୀବ
ଅକ୍ଷର ଗତି ନିରେଖସ୍ୱର ଶବ୍ଦ ପରଖ।ସତ୍ୟ ଚିହ୍ନମାୟା ବର୍ଣ୍ଣ ।ପ୍ରକୃତି ବଶ ଜଗତଥରକୁ ଥର ପ୍ରକାଶ।କାହାକୁ କଣକେତେବେଳେ ଶୂନ୍ୟ।ଆକୃତି ଭେଦଅଭ୍ୟାସ ବେଦ।କାଳ ଗତିପ୍ରଜାପତିସତ୍ୟ ଶ୍ରୁତିସ୍ୱୟଂ ଆହୁତି ।ତପୋବନ, ଟିଟିଲାଗଡ, ବଲାଙ୍ଗିର23/02/2020
ନୁହଁ ଅଜ୍ଞାନ
ଶୁଣ ସଭାଜନଗଜାନନ ନୁହଁ ଅଜ୍ଞାନ।ଘର – ତପୋବନ,ମା ମାଟି ଆଉମାତୃଭାଷାରେ ସଦା ମନ।ରକ୍ତରେ ରକ୍ତରେଲେଖା ସବୁ ସ୍ୱପ୍ନ।ସ୍ୱପ୍ନରେ ସ୍ୱପ୍ନରେସମୟ ପୂର୍ଣ।ଶୁଣ ସଭାଜନଜୀବନ ଗୋଟେ ଉଦ୍ୟାନ।ଜନମ ଆଉ ମରଣଉଭୟ ସମାନହେତୁକର ଯିବା ଆସିବା ପବନ।ପବନେ ଯାଉଛି ଉଡିଦେହ ମନ, ଆଉ ଯାଉଛିସରି ସରି ଦିନ ପରେ ଦିନ।ଅବୁଝାରେ, କରୁ ଥାତୋର ତୁ ଶୂନ୍ୟରେହିସାବ ପାପ ଆଉ ପୁଣ୍ୟ।ସୂର୍ଯ୍ୟ କିରଣରେ କିରଣରେଯାଉ ଥା ଆଗେଇକରି କରି ଅନୁମାନସତ୍ଯର ପାଦଚିହ୍ନ।ତପୋବନ, ଟିଟିଲାଗଡ, ବଲାଙ୍ଗିର11/12/2019
Giving a toss
Not newGoing withFake news.Fake governmentIs hereAnd see itsFunctioning well.It’s timeFor a change.Nothing to offerBut playing dirtyIs super.
Let me see the big picture
Not possible for others.Show me the boundaries of the selfAnd allow me to move forward.