Let not something else
Happens here.
You yourself the king,
And destined holder.
Make no joke to
Anyone either.
Similar Posts
Full of distresses-
Not true.Unwanted,Temporary,And a dream-This life,Not true.All true,It is all the truth-No matter,For a moment.A moment is sufficientTo recognize the light.And in lightOne can knowWhat is whatHere for all.
ଗୋଟିଏ ରାତି, ମାତ୍ର ଗୋଟିଏ
ଗୋଟିଏ ରାତି,ମାତ୍ର ଗୋଟିଏ ରାତିଆଉ ସେଇ ଗୋଟିଏ ରାତିରେସବୁ ସବୁ ଓଲଟପାଲଟ ହୋଇଯାଇପାରେ ।ପ୍ରିୟ କବି, ରାତିକୁମୋର କୁହ ନା।ରାତି କରେ ରାଜୁତିନିଜ ନିଡ ଭିତରେଆଉ ରାତି ଉଜାଗର ରହି ବିକିଛି ମିଳି ନ ପାରେ!ରାତି କହିଲେ ଏମିତି କଣ ଯେ!ରାତିକୁ ରାତି କହିବା ମହାନ ବିପଦ ସତରେ!ରାତି ଅପେକ୍ଷାରେ ସମସ୍ତେ ଏଠାରେ।ରାତି କିନ୍ତୁ ଥାଏ ନିର୍ଲିପ୍ତ ସଭିଙ୍କ ଭିତରେ।ଜାଗ୍ରତ ରହି ରାତିରେ ଗୋଟି ଗୋଟି ଗଣିବା ତାରାଆଉ କହିବା ସତ ସତ ସମୟ ସାଥୀରେ।ଏ ସମୟ…
ମେଘ
ନେଇଁ କହଆରୁ ଆସବା ଘୁଟି,ସଲା, ଏତକିରେଦେଖୁଛୁ କି ନେଇଁନାକ କାନ ଜଉଛେଘଟଘଟେଇଦେହେ ଜଉଛେ କୁହୁରି!ନେଇଁ କହଖୁସାର ଉପରେ ଚଉଁରି,ମର ସଲା ଭୁଟଭୁଟିସୁନୁଛୁ ଜେନଟାସତ୍ ବଲୁଛୁ ବଏଲେମଲୁ ନ ଗା ଟୁରା!ଜିଏ ଜେନତା ପାରଲାଉଠାଲା ଫାଏଦାକଁଅଲି ସିକାରଦେଖଲାବଏଲେ ଘିଚଲାଫୁଟେକ୍ ସଜେ ସଜେପିଲା ହଉ କି ଟୁକେଲମଲ ନ ହୋ ବୁଆ!ତପୋବନ, ଟିଟିଲାଗଡ, ବଲାଙ୍ଗିର25/02/2020
I care not
But I care cleanlinessWith an open heart,Come forward if you so likeTo stay here inRains and summer.I am with my armsNothing to worry.But see yourself firstAnd proceed on the wayMade for you, taking proofYou are nothing andYou have nothing to do.
ଭଲ ଦିନ
ଏତେ ଦୁୁର୍ବଳ ମୁଁଆଉ ମୋର ସ୍ମରଣ ଶକ୍ତି!ରଙ୍ଗ ଧରୁ ନି କିଛିମିଠା କି ଖଠା ସ୍ୱାଦ ବାରୁ ନିସ୍ୱର ଶବ୍ଦ ନାଇଁ।ଗଙ୍ଗା ଯମୁନା ସରସ୍ୱତୀପାଖରେ ନାଇଁଶୀତ ଖରା ନାଇଁଫୁଲଫଳ ନାଇଁ।ମେଘ ଖରାରଛପାଛପି ଖେଳବହୁତ ହେଲାଣି।ଆସି ନି ଏ ଯାଏଗୋଟିଏ ବି ଭଲ ଦିନ।ଛୋଟ ବଡଖସି ଯାଇଛି ସବୁ ପାଖରୁଗୋଟିଏ ବି ଏ ଯାଏହୋଇ ନି ଲକ୍ଷ୍ୟ ପୂରଣ।ତପୋବନ, ଟିଟିଲାଗଡ, ବଲାଙ୍ଗୀର03/08/2020
True, I have entered into
With time and tide.And I liveWith no hurdle.True, entire earth, seeHere with me.And I am ready to crossAt any time any dangerFor larger interest.Productivity and growthAll are here with meAnd I am ready to stayLike the Himalayas.