Holi, the mirror of fraternity.
Similar Posts
ତୁମ ସ୍ୱର ଶୁଭିଯାଏ
ସମୟ ର ତାଳବଣବରଡା ଫାଙ୍କ ରୁ ।ବାରମ୍ବାରଖାଲି ହାତେପେରିଥିବା ନିଲଠା ଜହ୍ନ ରାତିଆଉ ବାରମ୍ବାରଭାଙ୍ଗିଥିବାବେସୁରା ବଂଶୀ ରଶୁଖିଲା ଓଠ ସ୍ୱର ରେତମ କଅଁଳ ଡାକରା ରନରମ ଆମନ୍ତ୍ରଣ-ତମ ଅଶ୍ରୁଳ ବିଦାୟ ର ଗୀତ ।।ବାସୀ ମଡା ଆଖି ଲୁହ-ବରଫ ବିନ୍ଦୁ ପରିମୋ ଛାତି ର ଅଶୁଣା ସ୍ପନ୍ଦନ ।ବିଧବ କପାଳ ରକଳା କଳା ଆକାଶ ରେସିନ୍ଦୁରିତ, ଅସହାୟ,ଅଧା ଗଢା ଭଙ୍ଗା ଚୁଡିଖନ ଖନ ସ୍ୱର ଶୁଭିଯାଏ ।।ସମୟ ର ତାଳ ବଣବରଡା ଫାଙ୍କ ରୁମରଣ ର ନଈ…
I had got a sister,
She was so shy ever..Could not speak her best.Careful about me..Although she was then,Never fetched a glassWhen my sands needed rain.I was in a zooFull of elephants, bullsI was only a rabbitSmall, and weak in pulse..
ତୁମକୁ ଭେଟିବା ଆଗୁଁ
କେହି ବୋଲି କେହି ଜଣେଏତେ ବେଶୀନିଜର ନଥିଲା ।।ଇଏ ତମ ଚାହାଣୀ ରଯାଦୁକରୀ ଛୁଆଁଆମ ସେଇ କାହାଣୀ କୁନୂଆ ରଙ୍ଗ ଦେଲା,ତୁମ ଭସା ଭସା ଆଖିନୀଳ ଚାହାଣୀ ରଯାଦୁକରୀ ଛୁଆଁକି କିମିଆ କଲା?ପଲକ ରେବାର ବର୍ଷ ବିରହ ରଅବସାନ ହେଲା।।
You are my teacher
Making my path safe, secured, soft and smooth.
The virgin kiss of
the moment of questfor you,was touching me, andall my secret yet shy lesspubic zones oflimbless youth.Your face was reflectedOn the stale and stiff surface ofthe lake water,in the mist of ourby gone nuptial bedswet with the unexpectedsummer rains of our dream.On the green, indelible smilesOf the disobedient creeperRushing into the meadowsOf sexless nightsSpent in the…
(1)
I hear a knocksoft, yet prevailinga little away,at this hour of the dawnwhen the Sunis yet to riseand greet the worldin and aroundwith its radiant orangeshine with a smile,and inspiring the travelerlike meto walk an extra mile.I hear froma not so far distancesomeone whispersso erotic inthe ears of the budsto open their eyeswith a smiletowards…