Nuhan, mothi achhi
Boli sabu.
Aau mu asaabadhan
Dekha mate, debaku
Kichhi nahin mothi ki
kichhi nahin nebaku.
Mu purna
Semiti mu sunya.
Mote ethi paipariba,
Mu bi ethi nahin.
In Odia lipi or Brahmi script;
ମୁଁ କାନ୍ଦେ ମୁଁ ଗାଏଁ
ମୁଁ ନାଚେଁ କିଛି ନାହିଁ
ବୋଲି ନୁହଁ, ମୋଠି
ଅଛି ବୋଲି ସବୁ ।
ଆଉ ମୁଁ ଅସାବଧାନ
ଦେଖ ମତେ, ଦେବାକୁ
କିଛି ନାହିଁ ମୋଠି କି
କିଛି ନାହିଁ ନେବାକୁ ।
ମୁଁ ପୂର୍ଣ
ସେମିତି ମୁଁ ଶୂନ୍ୟ ।
ମତେ ଏଠି ପାଅ
ମୁଁ ବି ଏଠି ନାହିଁ ।
This is a translation of the poem
I Cry I Sing
by
Gajanan Mishra

Similar Posts

Leave a Reply

Your email address will not be published. Required fields are marked *