Bound with chains so dear.
Similar Posts
A news of glee
Ignites the dark forest of melancholyWith a flame of ecstasyAnd a warmth of kissing lips.
Once upon a time
When others in slumberShe was getting ready.She had got a uniformGiven by the state-That made her so warmEven when she’s late.She was ever happyWhatever paid her office,She knew the art to makeHer dear days suffice.People loved to fearThe Uniform she was in,Whomever she called everHe had to give in.Her lips were red hotWith sticks of…
She asked for the wishes
from the great Lord Shivaafter years of austerityto please the God of Gods.Little did she know-that her wisheswill be grantedin the most unnatural wayin the life followingthat would cost hera life no lesshumiliating than the hell,a life no lessrewarding than the heaven.
ଆଉ ଏବେ
ତମେ ମୋ’ଠୁଦୂରେଇ ଯାଇଛ….ମୋ ଆଖିର ପହଞ୍ଚ ସୀମା ରଆର ପାଖେଉଭେଇ ଯାଇଛ।।ବରଂ ତୁମ ପାଦ ଶବ୍ଦ ଏବେଆଗଠାରୁ ଆହୁରି ସୁଷ୍ପଷ୍ଟ,ମୋ ଆୟୁଷ,ଅବଶ ବୟସବାକିତକ, ରାସ୍ତା ଅବଶିଷ୍ଟ ।।ସବୁଆଡେ ତୁମ ଛବି ଦିଶେଜୀବନର ନଭ, ଜଳ, ସ୍ଥଳ…ସବୁଆଡୁ ତୁମ ବାସ୍ନା ଆସେମହକାଇ ମୋ ସଂଧ୍ୟା ସକାଳ ।।ଦିନ ଏବେ ତୁମଠୁ ଆରମ୍ଭହୁଏ, ତୁମ ମୁହଁ ଦିଶିଗଲେ –ରାତି ଏବେ ତୁମ ଠାରେଶେଷ ହୋଇଯାଏ,ସପନରୁ ତମେ ଚାଲିଗଲେ ।।ଜୀବନର କୋଣେ ଅନୁକୋଣେଏବେ ତୁମ ରୂପ, ସ୍ମୃତି ଛୁଆଁ…ବାକିତକ ପରମାୟୁ ମୋ’ରମୋ…
Laughter is the cosmic tune of love
In the face of an estranged mirror.
ଭାରି କଷ୍ଟ ଲାଗୁଛି ସେଦିନୁଁ
ଛାଡି ମୋତେ ଦୂରେ ।ଏବେ ଖାଲି ଏତିକି ମୋ ଇଚ୍ଛାସଖୀ ମୋର, ଯେଉଁଠି ବି ରୁହ ପଛେଥାଅ ମୋ ସଂସାରେ ।।ଖୁସୀ ଖୁସୀ ରହିଥାଅ ତମେକହିଦିଅ, କେଉଁ ଦିନ କି ଇଚ୍ଛା ତୁମରପ୍ରାଣ ଦେଇ କରିବି ପୂରଣ ।ଚାଲିବି ମୁଁ ତୁମ ଇଚ୍ଛା ଧାରେ,ଆଜୀବନ, ବାକିତକ ଏଇ ପରମାୟୁତୁମ ପାଇଁ କରି ସମର୍ପଣ ।।