We should know it.
Similar Posts
କାହାର ଅଭିଶାପ?
କାହାର ଅଭିଶାପ?କୁଆଡେ ହଜୁଛି ଶୋଭା?ନାଇଁ ଆଉ ପ୍ରଭାବ!ନା ନା ନାଦୁଃଖ ନ କର ବାବା!ବଦଳିବାକୁ ଅଛି ସବୁଆଉ ବଦଳିବାବେଳେହୁଏ ଏମିତି।ଲାଭଲୋଭ ଛାଡିଥାଅ କିଛି ବେଳ ଆହୁରି।ଚିନ୍ତା କର ନାଥାଅ ଦୃଢ ସତ୍ୟରେ,ବୁଡିବ ନି କିଛିଉଡିବ ନି କିଛିନିଆଁ ବିପାରିବ ନି ପୋଡିକେବେ କିଛି ଏଇଠି।ନିର୍ମାଲ୍ୟରେ ଥାଅ,ଥାଅ ଏକାନ୍ତବାସରେ।ସକଳ ପାସୋରି ଥାଅଦେହର ସମୟରପରମ ଗୁମ୍ଫାରେନିଜର ଇ ପୁରେ।ଯେତେ ହାତ ଯେତେ ଗୋଡଯେତେ ଆଖି ଯେତେ ପାଟିଯେତେ ଯାହା ଥାଉଯେତେ ଯୁଆଡେ ବୁଲୁଯେତେ ମଣିଷ ଖାଉଯିଏ ଭଲ ସିଏ ରହିବ…
ସତ କହିବି?
ପାରିବି କି ନ ପାରିବିରହି, ଶବ୍ଦ ଆସୁ ନିପାଟିକି ।ପାଟି ଅବଶ୍ୟ ମୋର,ଶବ୍ଦସବୁ ତୁମର ।ସବୁ କିନ୍ତୁ ଗୁପ୍ତ,ନୁହେଁ ଯଦିଓ ରହସ୍ୟ ।ନଈକି ଯାଇଆସ ଗାଧୋଇ ।କୁହ ନା, ଏତେ ରାତି!ପର୍ବତ ଉପରେ ପର୍ବତସ୍ଥିର ନୁହେଁ ସମୁଦ୍ର ।
I want to attain
Nothing moreNothing less.I want to takeNothing from anyone,But I want to giveThat are with me.I want to knowMy real father andMother, I want toKnow my real language.I want to know the truthWith me all times.
I want four truthful advocate
Who is in charge of administering justice.The person who is administering justiceIs not lawful, and yet fully confidentThat no one could counteract his judgments.I know the person who is in charge ofAdministering justice is working inUnlawful manners and is against the people.I want four truthful, selfless advocatesTo face and send messages boldlyTo remind him the…
Think not I am limited in what I do,
My words are not small, but it allDepend on your power to understand me.You are lovely that I know trulyAnd you know me better legally and clearly.Violently and noisily you appearAnd tidily and attractively I catch you.