Has a master
In this Universe.
Similar Posts
ତୁମ ସ୍ମୃତି ବିସ୍ମୃତି ର
ଟକ୍ ମକ୍ ଫୁଟୁଥାଏମୋ ଅବ୍ୟକ୍ତତୃଷ୍ଣା ର ସାଗର,ତମେ କିନ୍ତୁ ଛପିଥାଅସାତ ତାଳ ପାଣି ପଙ୍କ ତଳେଜୀବନ ପେଚିକା ପରିଦୁଷ୍ଟ ଅସୁର ର ।।ସେ ପାରି ର ଡାକଭାସି ଆସେଅଧା ରାତି, ଅଧା ଜହ୍ନ,ପାଉଁଶିଆ, କୁହୁଡିଆଶୀତଳ ପବନେ ।।ମରଣ ର ମତୁଆଲା ସ୍ୱରମଧୁଗୀତି, ଭିଜୁଥାଏଜୀବନ କୁଞ୍ଜ ରେଦରଦିଆବଂଶୀ ସ୍ୱନେ ସ୍ୱନେ ।।
That day,
You left meAt the cross roadsOf that lifeAnd never triedTo look backFor a pretty long time.You left me alone,Alone to cry my tearsTill the last dropOf my tears left,Till it ruinedThe last crystal throneOf my dream empire.
As they learnt to speak
To Divide and To Rule.They formed many classesDepending on their own,The Kilo-classFor the Rural, living in a home.The Mega-classFor the Semi-urban, living in a houseIn some colony of a town.And the Giga classFor the Urban, living in a complexOr in a bungalow of a City.
ସମ୍ପର୍କ ର ନାମ ଟିଏ
ଅଚାନକ ଡୋର ଛିଣ୍ଡି ଗଲା,କଳା ମେଘ ଉଠାଇ ଆକାଶେବର୍ଷିବା ଆଗରୁକେଣେ ହଜିଗଲା?
ଆଜି ଭାରି
ସବୁ କିଛି ଖୋଲି କହି ଦେବି,ଯାହା କିଛିଅନ୍ଧାରରେ ଅଛିଅନ୍ତରରେ, ଝରକା ଖୋଲିବି…।।ହେଲେ ତମଆଖିର କୋଣରେନ ଥିଲା ସେ ରଙ୍ଗ ଓ ତରଙ୍ଗ –ଯାହା ମୋ’ରଶବ୍ଦ ର ଓଠ ରେଭରିଥାଏ ଆବେଗ ଅନଙ୍ଗ ।।କେଡେ ଶୀଘ୍ରସରିଗଲା ବେଳ,ମନ ତଳ ବେଜନାର ରକ୍ତ…ଅଭିବ୍ୟକ୍ତିଜମାଟ ବାନ୍ଧିଲା,ରହିଗଲା ନିଃଶବ୍ଦ, ଅବ୍ୟକ୍ତ..।।।
These are the eyes
A fireOf angerIn a defeated leader,Of hungerIn a shrewd pleader,Of hatredIn a inhuman rapist,Of betrayalIn an IS terrorist,Of passionIn a bird watcher,Of desireIn a sensual lover.Why do these eyes beamSo different each time,With this fire?