Ae maatira aaina dwaraa
Mu anumati prapta.
Ae maatire
Anya bhasha byabahara kara nahin.
Taha aainara birodhare jiba
Aau sadharana lokanka birodhare.
Lokasevare thibaaru
Sabudigaru lokanku
Samman dia.
Loka birodhi kichhi kama
karyakari kara nahin
Tume jie bi hua.
In Odia lipi or Brahmin script;
ସବୁ ବା ଯେ କୌଣସି କାର୍ଯ୍ୟରେ
ମତେ ମୋ ଭାଷା ବ୍ୟବହାର କରିବାକୁ ଦିଅ
ଏଇ ମାଟିର ଆଇନ ଦ୍ଵାରା
ମୁଁ ଅନୁମତି ପ୍ରାପ୍ତ ।
ଏଇ ମାଟିରେ
ବ୍ୟବହାର କର ନାହିଁ ଅନ୍ୟ ଭାଷା
ତାହା ଆଇନର ବିରୋଧରେ ଯିବ
ଆଉ ସାଧାରଣ ଲୋକଙ୍କ ବିରୋଧରେ ।
ଲୋକସେବାରେ ଥିବାରୁ
ସବୁଦିଗରୁ ଲୋକଙ୍କୁ
ସମ୍ମାନ ଦିଅ।
ଲୋକବିରୋଧୀ କିଛି
କାର୍ଯ୍ୟକାରୀ କର ନାହିଁ
ତୁମେ ଯିଏ ବି ହୁଅ ।
This is a translation of the poem
All Or Any Purposes
by
Gajanan Mishra

Similar Posts

Leave a Reply

Your email address will not be published. Required fields are marked *