So connected I am
And all fantastic.
Here see
Water and stone
All one.
Here feel
Love and hate
All one.
Similar Posts
ବଳ
ବଳ ମୋରଅକ୍ଷର ଶବ୍ଦଆଉ ଅର୍ଥ।କୁଅର୍ଥ ଆସେନାମୋ ଅକ୍ଷରରେମୋ ଶବ୍ଦରେ।ଶବ୍ଦ ଗଢେଁ ମୁଁମୋ ରକ୍ତରେଝାଳନାଳ ହୋଇ।ଆଉ ସଦା ନାଚୁଥାଏଁସମୟର ବାଦ୍ୟରେତାଳଲୟରେ।କବି ମୁଁସଚରାଚର ସହିତରଖେ ପ୍ରୀତିବୁଦ୍ଧି ଅଗୋଚର।କୁମତି ପାରେ ନା ପଶିଭିତରୁ ଭିତରଅଧବାଟରୁ କହେବେକାର ହୋ, ଛାଡ।ମୂର୍ଖେ ବୁଝିବେ କଣଦୁକଦୁକି ଧୁକଧୁକି ମୋର।ପ୍ରିୟ ମଣିଷ,ହୁଅ ଗତଶୋକହୃଦରୁ ତୁଟାଇ ଡର।ଲାଗି ଲାଗି ଆସମୋ ଶବ୍ଦ ଅକ୍ଷରଅର୍ଥ ପାଖକୁ।କର ନିତ୍ୟ ସ୍ନାନଭାବରେ ପ୍ରେମରେହର୍ଷରେ ଆଉନୂଆ ନୂଆ ରସକର ପାନ।ସ୍ନେହ ଆନନ୍ଦେରହ ଗଦଗଦପିଇ ପିଇଭକ୍ତିର ମଦ।ତପୋବନ, ଟିଟିଲାଗଡ, ବଲାଙ୍ଗୀର30/04/2020
ମାଟି ଚାଖଣ୍ଡେ
ମାଟି, ମାଟି,ମାଟି ଚାଖଣ୍ଡେ।ମାଟି ଚାଖଣ୍ଡେରେଜୀବନ ଝଲସେ।ଜୀବନ ଅମୃତ,ଜୀବନ-ଅମୃତ ବାସେ।ବାସେ ପବନ,ପବନ ସହିତ ପାଣିଫୁଟେ, ବାସେ, ମାଟିରେ।ମାଟିକୁ ଆକାଶ ରଖେ,ରଖେ ସାଇତି ଆକାଶ,ଆକାଶ ଆକାଶ।ମାଟିରେ ମାଟିରେମାଟିର ବାସ, ରସ।ତପୋବନ, ଟିଟିଲାଗଡ, ବଲାଙ୍ଗିର05/12/2019
Come and see
Come and seeI am using my mother language,Come and seeI am happy here on this land.Remember, I have noCriminal deception record,I am never guilty of fraud,I know not what is fraudulence,Fraudulently I am doingNothing, come and test me.Show your act of daringAnd come and seeHow happy my mother is,How sweet my mother language is,My land…
Excuse me, till today
And backward and directionsTo go.Till day, I find no oneBut myself and I seeNothing but my bodyCovering the sky.Excuse me, here I amAnd here I am not.I am and I amAnd I know time here,Believe me I amA fraction of time.
Gift – life,
In betweenLife and deathWe live.We liveWith gifts –Disease, sorrow,Torture, pain.And we tell ourselves,We are in peace.But what isThat peace,We know not.
ମୋର ଦେଖାଶିଖା
ସଭିଙ୍କ ଲେଖାରେ ଥିଲାଗୋଟିଏ କଥା-ମୃତ୍ୟୁକୁ କେମିତଜିଣାଯାଇ ପାରନ୍ତା ।ହେଲେ ଜଣା ସମସ୍ତଙ୍କୁମୃତ୍ୟୁ ସଭିଙ୍କର ମିତ୍ରସଖା ସୋଦର ଶୁଭମନାସକ ।ଜଣା ସମସ୍ତଙ୍କୁ କଳାକେମିତି ସର୍ବଶୁଭ ମୂଳ ।ମୃତ୍ୟୁକୁ ତଥାପି କହି କଳାସଂଚାର କଲେ ଭୟପରିଣାମ- ଦିଗବିଜୟ ।