You are blazing and
Burning all my sorrows.
I am here to achieve you,
But you are there with me,
You are my truth-consciousness,
For you, I am perfect here.
Similar Posts
ଅଛି କଣ ଭିତରେ?
କଣ ଭିତରେ ଅଛି?ଉତ୍ତର ଅପେକ୍ଷାରେ ସମସ୍ତେ,ସମସ୍ତେ ଉତ୍ତର ଅପେକ୍ଷାରେ ।ଉତ୍ତର ଦେବାକୁ ଅଛି କିଏ?କିଏ ଅଛି ଦେବାକୁ ଉତ୍ତର?ପବନ ପାଣି ଖେଳୁଥିବାଦୃଶ୍ୟ ଦିଶୁଛି ଖାଲି ।ଆକାଶ ରଡୁଛିମାଟିରେ ଠିଆ ହୋଇ ।କବି ବସିଛି ଚାହିଁ ଅକ୍ଷର,ଆଉ ଅକ୍ଷର ଯାଇଛି କୁଆଡେମେଘ ସାଙ୍ଗରେ ।
ଜୀବନ ଏଠି
ପାଦ ତଳେ ମାଟି ।ମାଟି ଏ ଶରୀର,ଶରୀର ଯାଉଛି ବଢିଆକାଶ ଭେଦି ।ଆକାଶ ଆକାଶ,ଜନ୍ମନୀ ଜନ୍ମନୀଆଦିଅନ୍ତ ନାହିଁ ।କିନ୍ତୁ ଅଛି ମା,ଅଛି ଭାଷା,ଅଛି ସ୍ଵପ୍ନ,ଅଛି ଆଶାଅଛି ଭରସା ।
ପରମହିତ
ତୁମେ କହିଲ କଣଆଉ ମୁଁ ବୁଝିଲି କଣ!ତୁମ କହିବାଟା ଆଉମୋ ବୁଝିବାଟାସମାନ ହେଉ ନି ତ!ସମାନ ହେବ, ଏମିତିଅବଶ୍ୟ ନ ଥିଲା ଚୁକ୍ତି!ଆସିଲ ତୁମେ ଆଉଆସିଲି ମୁଁ ବିଯଦିଓ ରହିବାରେତାଳମେଳ ନ ଥିଲାଆମଠି ଏଠାରେ।ଏ କ୍ଷେତ୍ର ନା ତୁମରନା ମୋର ତଥାପିଏ କ୍ଷେତ୍ରକୁ ଆଲୁଅରେଐଶ୍ୱର୍ଯ୍ୟରେ ଭରି ଦେବାକୁଆମେ ବ୍ୟଗ୍ରକାହିଁକି ନା ଆମେସବୁଏ କ୍ଷେତ୍ରର।ଏଠି ଆମେ ଏବେଏକତ୍ରୀତ ପାଇବାକୁଅମୃତ, ସାଧିବାକୁପରମହିତ, ଯୋଉଥିରେହେବ ଧନ୍ୟସଚରାଚର ଜଗତ।ତପୋବନ, ଟିଟିଲାଗଡ, ବଲାଙ୍ଗୀର06/04/2020
Trees,
I am going to tell you, sir.They are all thereTo eradicate the dark.Trees,The alphabets of life,I am going to representIn pictureThrough my words.Trees,So simple,So complex.But nothing to perplex.
To give importance
Life on screen.Travel a lotAnd use artAs seen.All laughingAnd liking.Auto journeyPoetry writingTime following.Singing and dancingAll busy in shapingLife and living.
And so, you are to go,
For heaven sakeI am not your enemy,But I am your well-wisherTo the point.Never I oppose youAt any time at any stage.Come on, jump upTo me during lightAnd during the night.Celestial signI see in you, quick flowI marked for all good.