Fulfilled life.
All nature and
All parts of creation.
No fraud but sacred all
No matter visible or invisible
But all divine part of nectar.
Similar Posts
Lion roars
Flee in fear.
Mother and language
Mother and landBoth one and the same.Go not against my language,Go not against my land,Go not against my mother.Without my language,Without my land,And without my mother,I would be nowhere.Dare not to go againstMy mother, my mother tongueAnd my motherland.Dare not, andInvite not your own death.Go not against my mother,My language and my motherland.Who so ever…
ଦେଶ କୋଉଠି?
କୋଉଠି ଦେଶ?ଦେଶ କୋଉଠି ଯେଖୋଜୁଛ ଦେଶଭକ୍ତ!ଦେଶଭକ୍ତ ଆଉଦେଶଦ୍ରୋହୀ ଭିତରେଥିବା ପାର୍ଥକ୍ୟକୁଦେଖ କୋଉ ଦୃଷ୍ଟିରେ!ହୋ ହଲ୍ଲାକର ସଂସଦରେ,ଦୁଲୁକାଅ ବିଧାନସଭା।ମଦର ବନ୍ୟା କର ସୃଷ୍ଟି,ଅବମାନନା କର ମାତୃଶକ୍ତି।ଚିଲ୍ଲାଅ ରାଜରାସ୍ତାରେନାରୀମୁକ୍ତି ନାରୀମୁକ୍ତି।ଦେଶ କଣ? ଦେଶ କୋଉଠି?ଅନ୍ଧଦେଶ ଆଉ ଅନ୍ଧବିଶ୍ୱାସଅନ୍ଧ ଆଗରେ ରଖୁଛ ନେଇଯାହା ଯେତକକିଏ କରିବ ସତ୍ଯ ।ଦେଶ! ଦେଶ! ଦେଶ!ଦେଶ ଭିତରେ ଏତେ ବେଶ,ଦେଶ ଭିତରେ ଆମେ ତୁମେହେଉଛେ ଶେଷ!ଦେଶକୁ କର ସ୍ୱାହାହେ ମହାପାତ୍ର।ପଚାର ନା ଆଉଦେଶ କାହାର?ତପୋବନ,ଟିଟିଲାଗଡ,ବଲାଙ୍ଗିର2/12/2019
I plan, you plan,
With the truth andWith love.
No news is true,
And life is a loo.
ଚମକ ଲାଗେ ସକାଳ
ଏଇ ବେଳାରେ ।ଏଇ ବେଳାରେଯିଏ ସବୁ ଏଠାରେନିଜ ନିଜ ଆୟତ୍ତ ବାହାରେ ।ନିଜ ନିଜ ଆୟତ୍ତରୁନିଜେ ନିଜେ ଗଲାବେଳେ ଦୂରେଇମହାନଦୀ ପଡିଥାଏ ଶୁଖିଲା।ଅପେକ୍ଷାରେ ଥାଏଆଉ ଏକ ସକାଳ।ଆଉ ସେ ସକାଳ ପାଇଁଧାଏଁ ପୁଣି ଜୀବନସଂଜରୁ ସକାଳ।