Familiar faces appear so strange.
Similar Posts
କେଉଁ ଦୁନିଆକୁକୁ
ଅଚାନକ ମୋରଜୀବନ ର ପରିଧିରୁ,କାହାା ଅଭିଳାଷକଳ୍ପନା ବିଳାସ,ଆକର୍ଷଣ, ନେଲାଦୂରେ, ତୁମକୁମୋ’ ଠାାରୁ?ଯାହା ପାଇଁ ଥିଲାତୁମ ଅନ୍ତର ରେଏତେ ପ୍ରେମ ଏତେସ୍ନେହ, ଅନୁରାଗ ଧାରା-କିଏ ସେ ଅଶୁଭନଜର ରେ ଜାଳିପାଉଁଶ କରିଲାମୋ ସ୍ୱପ୍ନ -ଦୁନିଆଁ, ସାରା ।।
Poems,
and professional prostitutes,Need to change often, remain fresh alwaysAnd change their stale countenance,the last night’s deo of seductive looks.Poems are the silhouette of raining lustthat turns the pages of history ahead,Till the dog-eared page comes,Where moons have never slept-With lilies of their dreams,But have walked on the dry eyes,Lonely with the melting fleshIn a world…
ଲାଗୁଛି ଯେ
ଆସିଅଛ ଫେରି-ଠିକ ସେଇରୂପ, ରଂଗ, ଶବ୍ଦ,ଆଉ ଚାହାଣୀ ରେତୁମେ ‘ସୀମା’ ମୋର-ମୋ ପାର୍ଥିବ ଇଚ୍ଛା, ଆବେଗ ର ।ମୋ ନିଃସର୍ଗ ତୃଷା, ମିଳନ ର ।ମୋ ଆତ୍ମିକ କ୍ଷୁଧା, ବିରହ ର ।ତୁମେ ବେଢିଯାଅ ଏବେଛାଇଯାଅ, ମାଟି ରୁ ଆକାଶ-ଛୁଇଁ ଯାଅ,ଭରି ଯାଅ,ଏଇ ମୋରତୁମ ବିନାଏ ଯାଏ ବି ଖାଲି ଥିବାଜୀବନ ର ନଭ, ଜଳ, ସ୍ଥଳ ।।
ଦୁଇଟି ତାହାର ଠଣା-
ଦୁ8ଶାସନ ସାଜି ଦ୍ରୌପଦୀ କଲ୍ୟାଣ,କରିବ କେମିତି ଭାବେ ରାତି ଦିନ-ପରିବାର ପଛ କରି!ଆରଟି ତା ପାଇଁ ଚାଟୁକାର ମେଳ,ପାରିଷଦ ସାଥେ ମଦ ମାଂସ ଝୋଳ,ନଗ୍ନ ନାରୀ ଦେହ ଚିତ୍ରଣ ରେ ଭୋଳ-ଜ୍ଞାନ ର ସେ ଆଲମାରୀ! !
The first walk is intoxicating
The bed turns into a road.
Break all the schools
Make gardens therein stead.Schools produce fools-Worms of books,slaves of policies,Nymphs of innovation,victims of seduction,We needNo such schools,no such fools,no more slaves,no more Nymphs,no more victims,no more wormsanymore.