You reside in every cell.
Similar Posts
Love
Of green leavesFor the tired Traveller.Comforting.
ପ୍ରତିଦିନ ସକାଳେ ସଂଧ୍ୟାରେ
ଭାସୁଥିଲା ତୁମ ଚାହାଣୀରେ… ଯେଉଁ ମାଟି, ପାଣି ଓ ପଦନ-ପ୍ରତି ରାତି କଳା ଅନ୍ଧାରରେତିନି କାଳେ, ମନ ର ଶେଯ ରେଭାରି ଖୁସି ଖୁସି ଥିବା ମନେ… ଯାହା ସ୍ମୃତି ଥିଲା ମୋ ଜୀବନ-ପ୍ରତି ମୂହୁର୍ତ୍ତ ର ଦର୍ପଣ ରେତିଳ ତିଳ ଜଳିବା ବେଳା ରେଭାବନା ର ସାରା ଇଲାକା ରେ… ତୁମ ଛବି ଦେଉଛି ଚୁମ୍ବନ ।।
During those searching years
Sans your shape,Sans your colour,Over the ashes-Of the pyre of separationOver the flamesOf my burning heart.All the memoirsSweet, fragrant and colourfulLike the springWere burnt.Flowers bloomed,But of course-Sans pleasure,Sans contentment,Sans fragrance! !
ମନ ତଳେ ଥିଲା ଅଭିମାନ
ଏତେ ପାଖେ ଥିଲା ମୋ ଆସନଘେରିଥିଲା ନୀରବତା ବାଡ!ତୁମ ସହ କଥା ହେବି ବୋଲିକେତେ ଦିନୁଁ ଦେଖୁଚି ସପନ,ଅଥଚ ମୁଁ ତମ ପାଶେ ପାଶେଥାଇ, ଆଜି ରହିଲି ମଉନ!ମୁଁ ଜାଣିଚି ତମେ ମୋର କଥାବିନା ଶବ୍ଦେ ବୁଝି ନେଇପାର,ତଥାପି ମୋ ମନ ତଳେ ବ୍ୟଥା-ବ୍ୟାକୁଳତା କଥା କହିବା ର! !
ଆଜି ପୁଣି ପୂର୍ଣିମା ରେ
ପାଖ ରେ ପାଇଲି,ମୋ ଆଖି ରେ ଲୁହ ଜମାରୋକି ହେଲା ନାହିଁ –ଅନ୍ତର ର କୋହ ତକନିଗାଡିଲା ଯାଏ-ତୁମ ପ୍ରତିଚ୍ଛବି ପାଶେବଖାଣି ବସିଲି ।।ଜାଣି ନାଇଁତୁମ ଆଖି ରେ ମୁଁସେମିତି ରହିଲିକି ଆଉ ପାଦେତଳ କୁ ଖସିଲି ! !
War is an evil art
To foolthose who always could.