Friends, write what
You want to write
Here in details and
Allow me to comment
Like history and like
Geography in full page.
Similar Posts
No sky no earth
All and anywhereIt is all living.Living and sleeping,Keeping and reaping.All and anywhereIt is all anytime.Ears and yearsAll answers.After and beforeIt is all calling.
ନାଇଁ ଜଣା ଅର୍ଥ
ଆଉ ରାସ୍ତା ରହିଛି ଲମ୍ୱିମୋରି ଭିତରୁ ଭିତର।କିଏ କହିଲାଣି ଅନ୍ଧାରତ ଆଉ କିଏ ଆଉ କଣଜଣା ନାଇଁ ସଠିକ ଅର୍ଥ ।ଏତେସେତେ ଆଲୋଚନାରୁଫାଏଦା ହିସାବ କଲାବେଳକୁଯେ ଯୋଉଠି କରୁଛନ୍ତି ଗମାତ୍।କାହାକୁ କିଏ ଆଉ କଣ ପଚାରିବପଚାରିଲାବେଳକୁ ସବୁ ଶେଷ।
ଖୋଲାଖୋଲି
ଯାହା ଦେଖୁଛିଯାହା ଅନୁଭବ କରୁଛିଯୋଉଥିପାଇଁ ଦୁଃଖ କଷ୍ଟ ପାଉଛିମୋ ମାଟି ମୋ ଭାଷା ମୋ ପରିବାର,ମୁଁ କଣ ପାରିବି ନି ଲେଖିସେ ସବୁ ଖୋଲାଖୋଲି!ଲେଖିଲେ କିଆଁ ବାଧୁଛି କାହାକୁଯୋଉମାନେ ନାହାନ୍ତି ଯଦିସଂପର୍କରେ, କୌଣସି ନାକୌଣସି ଭାବରେ କୋଉଠି ନାକୋଉଠି, କେବେ ନାକେବେ କେମିତି ଭାବରେ!ମିଛ ନାଇଁ କିଛିମୋ ଅକ୍ଷରରେ ଶବ୍ଦରେମୋ ସରକାର ଭଳିଭୁଆଁ ବୁଲାଇ ଜାଣେ ନାମୁଁ କାହାକୁ କେତେବେଳେ!ଜାଣେ ନା ରାଜନୀତି,ମୋର ସେମିତି ସଂପର୍କ ବି ନାଇଁସ୍ୱାର୍ଥ ରଖି ପାଖରେ।ତଥାପି ସାମୂହିକ ସ୍ୱାର୍ଥ ପାଇଁଦେଶ ଜାତି…
ହସ ଫୁଟି ବାହାରୁ
‘ବହୁତ ଭଲ ପାଏଁ’କହୁ କହୁ ସତ ବାହାରିଗଲା।ହେଲେ କାହାକୁ?ଅଛି କିଏ ତମ ଛଡା ଆଉ!ଭଲ ପାଇବାର ବହୁତ ଭାଉଏଡିକି ଲାଉ ଏଡିକି ହେଉସକାଳ ସଂଜ ଆସୁଥାଉ ଯାଉଥାଉତମ ମୋ ଭିତରେ କେହି ନ ରହୁ।ନ ରହୁ ନ ରହୁ କହୁ କହୁଆହୁରି ଫୁଲ ଫୁଟୁଆହୁରି ପାଣି ବର୍ଷୁଆହୁରି ପବନ ବହୁପାଣିରେ ପବନରେହସ ଫୁଟି ବାହାରୁ ବାହାରୁଥାଉ।ତପୋବନ, ଟିଟିଲାଗଡ, ବଲାଙ୍ଗିର20/02/20
Both here,
And we are notAllowed to go outIn any weather.The teachers advised usTo stay near,We know thoughWe go farther and farther.The mountain, the river,All are our guideAnd philosopher.Truthfully we live with timeAnd we see and we hear.
Let there be equal distribution-
Let there be knowledgeWith all, dear.Let there be a shelterWith all.Let there beSerial call.Let there beContinuity in the talk.Let there be truthWith the folk.No question of secular, dear,And it has no meaning,But stay impartialWith good feelings.All but truthfulness,That I want.All but sincerityTime wants.