That can pierce the surface
Of life here to cleanse the creatures.
Similar Posts
You are gone out,
The lands the woodsAnd also the clouds.I shout full vaultsThrough flowersAnd ice and look aboutAcross the sky, though.
କେବଳ ତୁମର
ମୁଁ କେବଳ ତୁମରକୋଉଠୁ ଜାଣିଲ!ଜାଣିଲା ପରେକଣ କଲ!ଆଉ କଣ କଲକିକେଉଁଆଡେ ଯଦି ଗଲଜାଣିଥାଅ ମଲ।କଲ କି ମଲ!ଜାଣୁ କି ନ ଜାଣୁ କିଏସୁରକ୍ଷିତ ଯଦି ପହଂଚିଗଲଆଉ ନାଇଁ ଅନ୍ଧାର।ତପୋବନ,ଟିଟିଲାଗଡ,ବଲାଙ୍ଗୀର17/10/2020
All concerning you,
All, but erroneousDiscrimination.Stay cautious, dear,Life is very short,And just for a moment-Above bondage and liberation.
ବଁଦ କରି ହେବାକିନି
ନାକକାନ ଚୁଁଟି ହେଲାନକେନ୍ତା କଥା ପଦେକବୁଝୁଛ ନେଇଁ!ଜିମି ବଏଲେକେଁ ରଖିହେବା କାହାକେ?ଭାବବ ବଏଲେରହେବାରକେ ପଡବାରହିକରି କାଣା କର କି ନେଇଁ!ଗୁରଦୁ ଉଦୁରମାତ୍ ହେଲେନଇ ମେଘବାଦଲ ପବନପାଏନ!କାଣା ଚଲାମି ବଏଲେ କାଣାଚଲୁଛେ କେନ୍ ଜାନିଛ ଟୁରେ!ମରୁଛନ ପଛେ ଖୁଜେଇ ଖୁଜେଇଅଏନ ଲାଗୁଛେ ବଲୁଛନ!କାହିଁଥିଲରୈ ସଲେ ଅଁଧେକେନକେ ନେବା କାହାକେକେନ୍ତାକରି ଖଁଧେ।
ଚିହ୍ନା ଚିହ୍ନା
ଏ ମାଟିଏ ପାଣିଆଉ ଏ ପବନ ବି।ଏ ସବୁମୋରି ଭିତରେଖଳ ଖଳସାରା ଦିନ।ଏ ସବୁ ଛୁଉଁଛନ୍ତିଆକାଶ।ଆକାଶ ଆକାଶ ବ୍ୟାପୀରହିଛି ମାଟି।ମାଟି ଉପରେ ମୁଁମାଟି ହୋଇ।ସବୁ ମୋ ପାଇଁପୂର୍ଣ ପୂର୍ଣ ଆଉ ଅପୂର୍ଣ୍ଣ।
Let there be complete
In my state.Let no man suffersFrom thirst, hunger,Diseases.Let all utterTheir mother languageFreely and get every letterIn their languageFrom the authority.Let them pray beforeTheir respective godsIn their own lifestyle.Let there be no disable,No destitute, no underprivileged.Let my state be aHealthy one in all respects.