And again two, I am
Cut by them.
Somehow I
Remained one.
And yet I feel
Mor and more of me.
Similar Posts
ଭାଷା ହିଁ
ଭାଷାରେ ଆମରଅସ୍ତିତ୍ଵ ।ମନ ପ୍ରାଣ ଇନ୍ଦ୍ରିୟଭାଷା ଯୋଗୁଁ ଏକତ୍ର ।ଲକ୍ଷ୍ୟଭ୍ରଷ୍ଟ ନ ହୋଇଅସ୍ତିତ୍ଵକୁ ଜାହିରକରିବା ଆସ ।ନିଜକୁ ଛିନ୍ନନ କରି ସତ୍ୟରୁଆଗେଇଯିବା ଆସ ।ଚିହ୍ନିବା ମାଟି,ଜାଣିବା ଆକାଶ ।
କିଏ ଜାଣେ
ନା ନା କହୁ କହୁତୁମେ ତୁମେ ହୋଇରହିଗଲ ହୋବଦଳିଗଲି ମୁଁଖାଲି ଖାଲିରେ।ଆଉ ଯାହା ରହିଗଲାମାଟିରେପାରିଲା ନି ହୋଇ କିଛିଆଉ ରହିଲା ଚାହିଁଆକାଶକୁ ଜଳ ଜଳ।ପବନ ଦେହରେ ପିଟି ହୋଇପୁଣି ଫେରିଲା ଆଉଫେରିଲାବେଳକୁ ପାଇଲାନିବୁନ୍ଦାଏ ବି ପାଣି।କବିତା ଲେଖି ଲେଖିବେକାରରେ ନିଆଁରେପୋଡି ମରିବା କଥାସାରା ରାତି।ରାତି ମାନେଗୋଟିଏ ଜୀବନ,ଜୀବନ ମାନେଗୋଟିଏ କବିତା,ଗୋଟିଏ କବିତା ମାନେକେତେ ଯେସୂର୍ଯ୍ୟ ଚନ୍ଦ୍ର ତାରାଆଉ କେତେ ଯେ ପାଣିପବନ ଆଲୁଅ ମାଟିଆଉ ଆକାଶ କିଏ ଜାଣେ!ତପୋବନ,ଟିଟିଲାଗଡ,ବଲାଙ୍ଗୀର04/03/2020
See the moon,
O moon, O moon,I see youAt this noon.Come to my Avyan,O moon, here is AaeshaneeO moon, here is AvyanBoth are hereWaiting for you.Here is my moon,Here is my Avyan,Here is my Aaeshanee,Here I am for all.
Sandalwood
UnforgettableFragrances.Soft andSubtly feelingAll daysWith body scent.
My rhythm
My readershipMy red label teaAnd I got alsoMy respirationMy confidenceMy cool cool brainMy coloursMy cat and ratAnd I wishThis and that.
କ୍ଷରରୁ ଅକ୍ଷର
ନିତ୍ୟ ବର୍ତମାନ ।ସ୍ଥୂଳ ଆଉ ସୂକ୍ଷ୍ମନିତ୍ୟ ସତ୍ୟ ଆଉଆନନ୍ଦ ଆଉ ପ୍ରଧାନ ।ଶୁଭାଶୁଭ ପୂର୍ଣଧର ଧର ଶୂନ୍ୟ ।