The shorter you exist.
Similar Posts
Your brief stay on Earth
Now a mere handy, book.
Love
Of vermilion paintOn widow’s deserted forehead.Humming-song.
ପତ୍ନୀଙ୍କର
ଏ ଝଳସା ବିଜୁଳି ଚମକେଦିଶିଯାଏ ତୁମ ଝାପ୍ସା ରୂପପରିଣତ ଏ ବୟସେଦୁଷ୍ଚାମୀ ରେ ମନ ଭରିଯାଏ,କଞ୍ଚା ସେଇ ବୟସ ର ଲୁହଆଖି କୋଣେକରେ ଜକଜକ-ଖାଲି ଯାହା ନ ଥାଏ ସେଉତ୍ତେଜକ, ବୟସ ର ତାତି ।ଏ ବେଳା ରେବାଜୁଥାଏବିରହ ର ସାହାନାଇଲହୁ ଲୁହେଭିଜି ସାରା ରାତି ।।
ଧଳା ଧଳା ଆଖି ପତା ମେଲି
ନୀଳ ନୀଳ ଆକାଶୀ ଆଖି ରେ-ନି8ସଙ୍ଗତା, ଖାଁ ଖାଁ, ବର୍ଷା ର ବିରହ ।।ଶେଫାଳୀ ର ଟପ୍ ଟପ୍ ଲୁହ,ସକାଳ ର ଚିକିମିକି ଘାସ ର ଚିବୁକେ-କୋହ ମୋହ ସ୍ମୃତି ର ଆଞ୍ଚୁଡା-କୋହ ମୋହ ଗଭୀର କ୍ଷତ ରେ ।।ଯୁଗ ର ସାଇତା ସ୍ୱପ୍ନଟଳ ମଳ ଆଖି ର କଜଳେ,ନୀଳ ନୀଳ ଛବି ଫୁଟି ଉଠେ-ଲୁହ ର କାକର ଆଉମଲା ଜହ୍ନି ଫୁଲ ର ଓଠ ରେ ।।ଝାଳୁଆ ଶରତ ସଞ୍ଜଅନ୍ଧାର ରେ ଜକଜକ କରେ-ସଞ୍ଜ ଦୀପ,…
It was you call
Without, an alarmAwakening my soul inSlumber for millenniumSince you left me,Each time I was born,Each time you were dead,My searching soul for yoursAwaited for your appealing call,My dearest, Dearest doll.
ସକାଳଠୁ
ମୋ ଭିତରେଥିଲା କେତେ ରାଗ-ତମ ଶେଷକଥା କେଇ ପଦଭରିଦେଲାତୁମ ପାଇଁ ତୀବ୍ର ଅନୁରାଗ ।।ତମ ପାଇଁଆଜି ସକାଳରେତୋଳିଥିଲି ସଜ ଫୁଲଟିଏ,ଶୁଖିଗଲାପ୍ରତୀକ୍ଷା ତାତିରେଦେଲ ନାହିଁ ବୋଲି ତମେଖାଲି ମୋତେ‘ମୁଁ ‘ ଥିବା ମୂହୁର୍ତ୍ତ ଗୋଟିଏ ।।