Now a mere handy, book.
Similar Posts
ସେ ଦିନ ତ ଦୂରେ ନାହିଁ
ସାଥୀ ହୋଇ ଏକା ପଥେଚାଲିବା କୁ ମନେ-ସଂକଳ୍ପ କରିବା ଆଉସପନ ଦେଖିବା,ମନ ଲାଖି ସୂରୁଯ ଟେଆକାଶେ ଆଣିବା ।।
ଦୀପାବଳି ଆସିଛି ମାଟିକୁ…..
ପୁଲକ ର,ଆନନ୍ଦ ର ଦୀପ ଜାଳିବା କୁ ।।ଏ ମାଟି ର ସଳିତା ରେକାହିଁ ଅବା ଅଛି ତେଲ ଏତେ?ନେତା, ଗୁଣ୍ଡା, ମନ୍ତ୍ରୀ, ଅଫିସରଉଗ୍ରପନ୍ଥୀ, ମାଓବାଦୀ ଙ୍କରଭୟ ଆଉ ହିଂସା ର ଅଦୌତିଲାଳସା ର ପ୍ରଶମନ ପରେ-ଆଉ ଅବା ବଳିବ କେତେ ଯେଦୀପ ରେ ଜଳିବ? ?ଦୀପାବଳି ଆସିଛି ଦେଶକୁ….ଆବେଗ ର,ଉଲ୍ଲାସ ର,ଉଚ୍ଛ୍ଵାସ ର ଦୀପ ଜାଳିବା କୁ ।ଏ ଦେଶ ର ସଳିତା ରେକାହିଁ ଅବା ଅଛି ତେଲ ଏତେ?ଉଗ୍ରବାଦ, ସୀମାପାର ସଂଘର୍ଷ ରେଅସହିଷ୍ଣୁ ଦେଶଦ୍ରୋହୀ…
ଯୋଜନ ଯୋଜନ ଧରି
ଦେହ ସମୟ ର,ସୀମାହୀନ, ଆଦିଗନ୍ତ ବ୍ୟାପ୍ତି-ନି8ସଙ୍ଗତା, ଶୂନଶାନ,ଅନ୍ତରଙ୍ଗ ସ୍ମୃତି ।।କାଲି ର ଆକାଂକ୍ଷା ହଜେଅସହାୟ ଜନନୀ ଜଠରେ,ଫୁଟିବା ର ପୂର୍ବ ଲଗ୍ନେ,ଅସତର୍କ ଶେଫାଳି ପାଖୁଡା-ହସଟିଏ ଲୋଟିଯାଏ ତଳେ,ଲିଭିଯାଏ ତରୁଣ ଓଠ ରେମିଳନ ର ଅନ୍ତିମ ମୂହୁର୍ତ୍ତେବିରହ ର ସ୍ୱର ଅସଜଡା ।।
Love
Of green leavesFor the tired Traveller.Comforting.
Apes are those on Earth
With free boats on the bank.
The duster of time
All scripts-Bright, beautiful and shinyOff the shores ofOur hearts, where-There livedA pair of revealing eyes,A pair ofWarming lips,A pair ofBeating heartsA couple ofSinging skylarksAll through theSurges and tides,Suns and Moons,Autumns and winters.Aftermath ofA long war fought,The widow’s cryFills the eardrumsOf moonlit night,The black veils ofUnlived momentsInvite me,To the nuptial bedOf death and separation.Still the MoonShines,At…