Similar Posts
ଗୋଡ ଦୁଇଟା
ଭାଗୁଛେ,ନେଇଁ ଦେଖବାର ଆରୁ କାହାକେ,ଏକ ଲଁହସି ଭାଗୁଥିବାହେ ଗୋଡ ଦୁଇଟାକେଦିସୁଛେ କି ନେଇଁ ଏତକିବେଲକେ!କିଁଦରି କିଁଦରି ଭାଗୁଛେକାହିଁରଟା କାହିଁ,ଛୁଅଁ ନେଇଁ!ସାନସୁରୁଟା ହେଇଥିଲେଖପୋ ବେଟି ଥିତ!ଫୁଟିଥିଲେ ଉପରେଛିଡେଇ ଆନିଥିତ!ବୁହି ଜଉଥିଲେଆଏର ଦେଇକରିବାଁଧି ଦେଇଥିତ!ଦିଶୁଥିତା ଡଗୋ ଡଗୋ ବଏଲେଅର୍ଡର ଦେଇଥିତ ଠାଡ ହ’ ।ଗୋଡ ଦୁଇଟାର କାଜେଖରାତରା ବର୍ଷାବାଦଲକାଣା ନେଇଁ ହେବାର!ପରଜାପତିମାନେ କେତନିକେତେରଁଗ ଆନୁଛନ୍ ଉପରୁତଲୁକାଁ କରବାରକାଜେ କିଏ ପଚରାବା!ପାସେ ଆରୁ ଅଛେ ଭାଏଲରାଏତ ଉସନିଦ୍ରା ହେଇକରିବକୁଥିବ ନ ସେସେଟା।ଇନ ନୁକୋ କେନ ଅଛେ?ଚିକିରପୋ ସଭେ ସେଁର୍ରାଗୋ!ଗୋଡ ଜୁଡେକରଭାଗବାରଟାକେ ହେତୁ…
No sun
Without shadowHere I amCatch meIf you can.You knowOnly my shadowAnd you haveNo capacity toKnow meI know.I am the sunAnd I am alsoYour shadow.Know who you areWhere you areHow you areAnd try to stayAll fair.
Darkness
Life in dark.Where is good?Who is fair?All beautyAll over.Life is sweet.Sweet or sourAll is bored.Still men,Enjoy now and then.Nothing to despairThough, no one is fair.
Let me remind you,
Let me remind youCrow is also responsible.And here is a crow dear,And from the very early morningIt gives a call toRise and go for duty.I salute the crow,It works likeSurf and soap.And the crow helpsTo open my eyesTo see the sunrise.
କାହୁଁ ଅଇଲା
କାହୁଁ ଅଇଲାକଣ ନ କଲାଆଉ କଣ କଲାହିସାବ କିଏ ରଖିଲାକେତେ ମିଛକେତେ ସତକିଏ କହିଲାକଣ ଭାଗ୍ୟରେ ଥିଲାକଣ ହେଲାମନ ଭ୍ରମିଲାନିଦରେ ବୁଡିଲାସରଗ ଗଲାପାତାଳ ଗଲାଦୂରପାଖକିଏ ଜାଣିଲାଅର୍ଚ୍ଚନା ବନ୍ଦନାସ୍ତୁତି ପ୍ରାର୍ଥନାସବୁ ପାସୋରିଲାଭିତର ବାହାରସବୁଆଡ ଖୋଜିଲାକଣ ପାଇଲାକଣ ହଜିଲାକିଏ ଜାଣିଲାକିଏ କଣ ବଖାଣିଲାହେଲା ହେଲାମେଘ ବରଷାଖରା କାକରସବୁ ସବୁ ହେଲାକାହାର ଧ୍ୟାନକୁଆଡେ ଗଲାକିଏ ହସିଲାକିଏ ରସିଲାକିଏ କାନ୍ଦିଲାଆଉ ଆଉ ଆଉସବୁ ସଇଲା।ତପୋବନ,ଟିଟିଲାଗଡ,ବଲାଙ୍ଗୀର19/03/2020
ଜାଲ
ଜୀବନ-ଜାଲ?ସତରେ ଜାଲ!ଯଦି ଜାଲ,ଜାଲ ଛିଣ୍ଡାଇ ବାହାରିବାରତାକତ୍ ବି ଅଛି ଏ ମଣିଷର।ଏଇଠି ମୂଷା-ବିଲେଇ ଲଢେଇରେମୂଷା ଜିତେ ବି।ଏଇଠି ସାପକୁ ପାନେଦିଏ ବି ବେଙ୍ଗ।ଏଇଠି ଜୀବନକୁ ପରାଜିତ ନୁହେଁବିଜୟର ମୁକୁଟ ପିନ୍ଧାଇ ଦିଏ ସମୟଖାଲି ପାଖରେ ରଖିବାକୁ ହୁଏସତ୍ୟ ଆଉ ଖୋଲା ହୃଦୟଆଉ ପ୍ରେମ।କାହାଣୀରୁ କାହାଣୀଲମ୍ୱି ଚାଲେବିତେ ଦିନରୁ ଦିନଖୋଲା ମନନିତ୍ୟନୂତନଚହଟଚିକ୍କଣଜୀବନ ଜୀବନ।2ଏଠିଜୀବନରଗୋଟେ ଇ କାମଆଉ ସେଇଟାଜାଲ ଛିଣ୍ଡା ।ଏଠିମଣିଷରଗୋଟେ ଇ କାମପ୍ରେମପ୍ରୀତି ବଣ୍ଟା।ଏଠିରକ୍ଷା କରାଯାଏସଚ୍ଚୋଟ ସିଂହକୁଜାଲଫାଶରୁ।ମଣିଷ-ସିଂହଏଠିଦୟା କ୍ଷମା ଶିଖାଏଅମୃତ ଚଖାଏମଣିଷକୁ ନେଇଯାଏଉର୍ଦ୍ଧ୍ବରୁ ଉର୍ଦ୍ଧ୍ବକୁ।3କୋଉ ଜାଲ?ଅଛି କି କୋଉଠି?ଜାଲଗୁନ୍ଥାଳୀକୁଦିଶେ…