Without shadow
Here I am
Catch me
If you can.
You know
Only my shadow
And you have
No capacity to
Know me
I know.
I am the sun
And I am also
Your shadow.
Know who you are
Where you are
How you are
And try to stay
All fair.
Similar Posts
ଭୂତ ହୋଇଗଲି
ମୁଁ ଭୂତ ହୋଇଗଲିଆଉ ପକ୍ଷୀ ହୋଇଉଡିଗଲି ପ୍ରତିମୂର୍ତ୍ତିଛାଡିଦେଇ।ଭୁଲିଗଲି ଦୌଡନ୍ତି କେମିତିଘୋଡାମାନେ।ଫେଣମାନେ ଭାସନ୍ତି କେମିତିସମୁଦ୍ର ଉପରେ ଭୁଲିଗଲି।ଭାଗ୍ୟ ଥିଲା ଏମିତିଆଉ ମଣିଷର କାଦୁଅଭରାଜାଲରେ ପଡୁଥିଲି ଥରକୁ ଥର।ଚାହୁଁଥିଲି କିନ ପଡେଁ?ପ୍ରଥାକୁ ମାରି ପାରୁ ନ ଥିଲି ଗୁଳି,ଆଉହମ ହମ ହେଉଥିଲି ସବୁକୁଯଦିଓ କିଛି କାମର ନ ଥିଲିରହିଥିଲି ଭୂତ ହୋଇ ମୁଁ।ତପୋବନ, ଟିଟିଲାଗଡ, ବଲାଙ୍ଗୀର09/11/2020
ଦିଅ କିଛି ଖାଇବାକୁ
ପହିଲେଦିଅ କିଛି ଖାଇବାକୁଭାରି ଭୋକ।ଖାଇ ସାରିଲେ କହିବକଣ କିଏ ନେବକଣ କିଏ ଦେବ।ଦେବା କଥା ଦିଅଯୋଗ୍ୟକୁ ନ ଦେଲେଜାଣିଥାଅ ବଢିବ ଅନ୍ଧାର।ଆଉ ବଢିଲେ ଅନ୍ଧାରଲଦିବ ନି ଦୋଷଅନ୍ୟ କାହା ଉପରେ ମନେରଖ ।ସମ୍ଭାଳି ଥାଅ ଭୋକ ଆଉଦେଖି ଦେଖି ଯାଉଥାଅପଛ ଆଗ।ଥିଲେ ଥାଉ ସେଠି ରୋଗତୁମର ତୁମେ ଯୋଉଠିକିଯିବା କଥା ଯାଅ ଶୀଘ୍ର ।ଗଲାବେଳେ ଅବଶ୍ୟ କହିବଇଏ ଘାସ ସିଏ ଆକାଶଉଭୟେ ହଲୁ ନାହାନ୍ତି ଦୁଃଖ।ମେଣ୍ଟୁ କିନ୍ତୁ ପହିଲେଚଣ୍ଡାଳ ଭୋକ।ତପୋବନ,ଟିଟିଲାଗଡ,ବଲାଙ୍ଗୀର13/06/3020
Aananda karu mate aalingana,
Mu jani nahin aejae, sapa sakhi.Nisandheha, pratyeka snehasila,Kintu kahidien semane swartha kendrika,Tanka chariaadara pruthibi jananti nahin.Samastnaku mitha kathare mate santosta karibaku dia,Kintu sabdamane dhokabaj, jane.In Odia lipi or Brahmi script;.ଆନନ୍ଦ କରୁ ଆଲିଙ୍ଗନକିନ୍ତୁ କଣ ଆନନ୍ଦ,ଜାଣି ନି ଏ ଯାଏ, ସାକ୍ଷୀ ସାପ ।ନିସନ୍ଦେହ, ସ୍ନେହଶୀଳ ପ୍ରତ୍ୟେକ,କିନ୍ତୁ କହିଦିଏଁ ସ୍ଵାର୍ଥ କେନ୍ଦ୍ରିକ ସେମାନେଜାଣନ୍ତି ନାହିଁ ଚାରିଆଡର ପୃଥିବୀ ।କରିବାକୁ ଦିଅ ମତେ ସନ୍ତୁଷ୍ଟ ମିଠା କଥାରେ,କିନ୍ତୁ…
I am writing,
I am expressingPersonal realizationOf the truth,To give benefitTo all with me.Read my writings,Beautiful and full ofMetaphorical language.My writings areClearly understandableAnd pleasing to read and hear,Words are grave and certain.
No limit,
Anything likeName, fame,Form, creation,Destruction, andAll paraphernalia.Unlimited,And unlimitednessWe are living,Eating, hearing,Seeing and doingSo many things.We live unlimited,And we die unlimited.
1.
ମୁଁ ଲେଖୁଛି ଭୟ ଯୋଗୁଁ ।ଜୀବନକୁ ମୁଁ ଭୟ କରେଁ,ଭୟ କରେଁ ମୃତ୍ୟୁକୁ ।ମୋ ଲେଖା- ଏକମାତ୍ର ରାସ୍ତାଜୀବନକୁ ଆଉ ମୃତ୍ୟୁକୁ ଲଂଘିବାର ।2.ଜହ୍ନକୁ ଉଠା ଯା,ଉଠା ଯା ଜହ୍ନକୁ ।ଆଉ କହି ଯା କଥା,କଥା କହି ଯା, କହି ଯା ।